ଇଫକୋ ଓ ଆଇ.ସି.ଏ.ଆର (ସିଫା ), ମଧ୍ୟରେ ମତ୍ସ୍ୟଖାଦ୍ୟର ଗୁଣବତ୍ତା ଓ ଉତ୍ପାଦନ ବୃଦ୍ଧିର ଗବେଷଣା ପାଇଁ ପାରସ୍ପରିକ ବୁଝାମଣା ଚୁକ୍ତି ପତ୍ର
ପୃଥିବୀର ବୃହତ୍ତମ ସାର ପ୍ରସ୍ତୁତକାରୀ ସଂସ୍ଥା ଇଫକୋ (IFFCO) , ମତ୍ସ୍ୟ ଚାଷରେ ଉତ୍ପାଦନ ବୃଦ୍ଧି ନିମନ୍ତେ ଏହାର ଖାଦ୍ୟର ଗୁଣବତ୍ତା ବଢାଇବା ପାଇଁ ଅଗ୍ରସର ହୋଇଛି। […]










