ମାଛଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାର ଗୁରୁତ୍ବପୂର୍ଣ୍ଣ ସୂଚନା

ଏହି ଯୋଜନା ମାଧ୍ୟମରେ ୬୦୦୦ ମାଛଚାଷୀ ଉପକୃତ ହେବା ସହ ୟୁନିଟ୍ ମୂଲ୍ୟ ହିସାବରେ ପ୍ରତି ହେକ୍ଟର ବାବଦକୁ ୧.୫୦ ଲକ୍ଷ୍ୟ ଟଙ୍କା ରୁ ୪.୦୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ।

ଉପାଦାନ ୧ : ୧୦୦୦ ହେକ୍ଟର ନୂତନ ଟ୍ୟାଙ୍କ ଖନନ ପାଇଁ ପ୍ରତି ହେକ୍ଟର ବାବଦକୁ ୧୧ ଲକ୍ଷ ଟଙ୍କା (୭ ଲକ୍ଷ ଖନନ + ୪ ଲକ୍ଷ ଇନପୁଟ୍ ) ଉପାଦାନ ୨ : ୨୦୦୦ ହେକ୍ଟର ପୁରୁଣା ପୋଖରୀ ସହିତ କମ୍ ଉତ୍ପାଦନ ହେଉଥିଲେ, ପ୍ରତି ହେକ୍ଟରକୁ ଇନପୁଟ୍ ସହାୟତା ୪ ଲକ୍ଷ ମିଳିବ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×