Browsing Tag

#shree anna abhiyaan

ମାଣ୍ଡିଆ ଚୁନା ଦ୍ଵାରା ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ

ଶ୍ରୀ ଅନ୍ନ ଅଭିଯାନ ତରଫରୁ ପଲ୍ଭାରାଇସର ବ୍ୟବହାର ଉପରେ ପ୍ରଶିକ୍ଷଣ ପାଇବା ପରେ ସଦସ୍ୟାମାନେ ମାଣ୍ଡିଆ ଚୁନା କରି ପ୍ୟାକେଟ ମାଧ୍ୟମରେ ବିକ୍ରି କରିପାରୁଛନ୍ତି। ଯାହାଦ୍ୱାରା ଗାଁର ଲୋକେ ସୁବିଧା ପାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦୁଇ ପଇସା ରୋଜଗାର…
Read More...

ଦିବ୍ୟାଙ୍ଗ ଟୁନିଙ୍କୁ ସଶକ୍ତ କରିଛି ଶ୍ରୀ ଅନ୍ନ ଅଭିଯାନ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଡ଼ାଭାସପୁଟ ଗ୍ରାମର ବିବ୍ୟାଙ୍ଗ ଚାଷୀ ଟୁନି ଗାଲେଲ୍ ଜଣେ ସଫଳ ଚାଷୀ ଭାବେ ବିବେଚିତ ହୋଇଛନ୍ତି। ଜୀବନର ଅନେକ ସମସ୍ୟା ତାଙ୍କ ବାଟ ଓଗାଲିଛି କିନ୍ତୁ ଦିବ୍ୟାଙ୍ଗ ହୋଇ ମଧ୍ୟ ତାଙ୍କ ଅଦ୍ୟମ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ କିଛି ଭିନ୍ନ କରି…
Read More...

ଶ୍ରୀ ଅନ୍ନ ଅଭିଯାନ ଓ ସାମାଜିକ ଗଣମାଧ୍ୟମ ନେଟୱାର୍କ ଫୁଡ୍ ଫିଣ୍ଡୋର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ମିଲେଟ୍ ମିଶନର ମିଳିତ ସହଯୋଗରେ ରାଜ୍ୟ ଓ ଦେଶର ଅନେକ ସ୍ଥାନରେ ମିଳେଟ୍ ଶକ୍ତି କାଫେ ଖୋଲାଯାଇଛି। ଯାହାକି ମିଲେଟ୍ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏହାର ପୁଷ୍ଟିତତ୍ତ୍ଵ ଓ ଉପକାରିତା ଦର୍ଶାଉଛନ୍ତି। ଓଡ଼ିଶାର…
Read More...

ସଫଳ ମାଣ୍ଡିଆ ଚାଷୀ ଭକ୍ତି ହରିଜନଙ୍କ ସଫଳତା

ରାଜ୍ୟ ସରକାର ଓଡିଶା ମିଲେଟ୍‌ ମିଶନ ଏବଂ ଶ୍ରୀ ଅନ୍ନ ଅଭିଯାନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ଏହାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପଦ୍ମଥପା ଗାଁ'ର ଭକ୍ତି ହରିଜନ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହୋଇଛନ୍ତି। ତାଙ୍କୁ ଖୁବ୍ କମ୍ ବୟସ…
Read More...

ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏକ ନୂତନ ସଫଳତା

ମିଲେଟ୍ ଏକ ପୁଷ୍ଟିଶସ୍ୟ ଭାବେ ପରିଚିତ, ଏହା ଓଡ଼ିଶାରେ ବେଶ ଆଦରଣୀୟ ହୋଇପାରିଛି। ପୁଷ୍ଟିଶସ୍ୟ ବା ମିଲେଟର ପ୍ରଚାର ପ୍ରସାର ଓ ଖାଦ୍ୟ ନିରାପତ୍ତାରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଏକ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି, ଯାହାକି ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ପାଲଟିଛି। ଓଡ଼ିଶା…
Read More...

ମିଶନ ଶକ୍ତି ଏବଂ ଶ୍ରୀ ଅନ୍ନ ଅଭିଯାନର ମିଳିତ ସହଯୋଗରେ ମିଲେଟ୍ ଶକ୍ତି କାଫେ

ରାଜ୍ୟ ବଜେଟରେ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ‘ଶ୍ରୀ ଅନ୍ନ’ ଅଭିଯାନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର…
Read More...

ପୁଷ୍ଟିଶସ୍ୟ ଏବଂ ଶ୍ରୀ ଅନ୍ନଭିତ୍ତିକ ଖାଦ୍ୟ ସାମଗ୍ରୀ ଯୋଗାଉଛି ଶ୍ରୀ ଅନ୍ନ ଅଭିଯାନ

ଦିନକୁ ଦିନ ବଢୁଛି ମାଣ୍ଡିଆ ଜାତୀୟ ଖାଦ୍ୟର ଚାହିଦା। ବନବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆକୁ ଏବେ ଆଧୁନିକ ଯୁଗର ଲୋକେ ଆଦରି ନେଲେଣି। ତେବେ ମିଶନ ଶକ୍ତି ସହ ମିଲେଟ ମିଶନକୁ ଯୋଡ଼ି ସରକାର ସ୍ୱତନ୍ତ୍ର ଭାବେ ମିଲେଟ୍ ଶକ୍ତି ଗଠନ କରିଛନ୍ତି। ଏହି ମିଲେଟ୍ ଶକ୍ତି ଅଧିନରେ ମହିଳା…
Read More...