ରାଜ୍ୟ ସରକାରଙ୍କ ଫସଲ ବୀମା ଯୋଜନା: ପଂଜୀକରଣର ଶେଷ ତାରିଖ ୩୧ ଜୁଲାଇ

0

ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟ ସରକାର କୃଷକ ମାନଙ୍କ ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନ୍ରନମୂଳକ ଯୋଜନାର ପରିକଳ୍ପନା କରୁଚନ୍ତି । ଚଳିତବର୍ଷ ରାଜ୍ୟ ସରକାର ଚାଷୀ ମାନଙ୍କ ଫସଲ ବୀମା ପ୍ରିମିୟମ ଚାଷୀଙ୍କ କିଛା ୨ ହେକ୍ଟର ଯାଏଁ ବହନ କରିବେ ବୋଲି ଘୋଷଣା କରାଯାଇଛି । ମାତ୍ର ୧ଟଙ୍କା ବିନିମୟ କରି ଚାଷୀ ମାନେ ଫସଲ ଗୁଡ଼ିକୁ ବୀମାଭୁକ୍ତ କରିପାରିବେ । ବୀମା ପଂଜିକରଣ ପାଇଁ ଚାଷୀ ମାନେ ନିକଟସ୍ଥ ଜନସେବା କେନ୍ଦ୍ର , ବ୍ୟାଙ୍କ ଶାଖା , ଅଧିକୃତ ବୀମା କମ୍ପାନୀ ଏଜେଣ୍ଟଠ ମାନଙ୍କ ସହ ଯୋଗାଯୋଗ କରି ପଂଜିକରଣ କରିପାରିବେ । ଅଧିକ ତଥ୍ୟ ପାଇଁ ଚାଷୀ ମାନେ ଆମ କୃଷି ର ଟୋଲ ଫ୍ରି ନମ୍ବର ୧୫୫୩୩ ରେ ଫୋନ କରିପାରିବେ । ଏହି ପଂଜିକରଣର ଶେଷ ତାରିଖ ୩୧ ଜୁଲାଇ ଯାଏଁ ରହିଛି ।

Leave A Reply

Your email address will not be published.

twelve + 20 =