ମାଲକାନାଗିରି ମହିଳାଙ୍କ ସଶକ୍ତିକରଣ ବାର୍ତ୍ତା

0

ମିଶନ୍‌ ଶକ୍ତି ସାରା ରାଜ୍ୟରେ ସଶକ୍ତିକରଣର ତୂର୍ଯ୍ୟନାଦ କରୁଛି । ରାଜ୍ୟର ମହିଳା ମାନେ ଏବେ ସମୃଦ୍ଧ । ରାଜ୍ୟର ମହିଳା ମାନେ ଏବେ ଉଦ୍ୟୋଗ ସ୍ଥାପନ କରି ନିଜ ଖର୍ଚ୍ଚ ନିଜେ ମେଣ୍ଟାଇବା ସହ ବେଶ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ରୁ ଉଦ୍ୟୋଗ ଯାଏଁ ମିଶନ୍‌ ଶକ୍ତିର ଲକ୍ଷ୍ୟକୁ ପୂରଣ କରୁଛନ୍ତି ମାଲକାନାଗିରିର ମହିଳା ମାନେ । ମାଲକାନାଗିରି ଜିଲ୍ଲାର ମହିଳାମାନେ ଗୁରୁପ୍ରିୟା ଟେଲରିଂ ୟୁନିଟ ସ୍ଥାପନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ୩୫ଟି ଟେଲର ମେସିନ ସହ ୩୦ଜଣ ମହିଳା ଏହି ଉଦ୍ୟୋଗ ସହ ଯୋଡ଼ି ହୋଇ ମାସକୁ ୧ଲକ୍ଷ୬୦ ହଜାର ଟଙ୍କା ଯାଏଁ ରୋଜଗାର କରିପାରୁଛନ୍ତି ।

nano urea

ସୋ÷: ମିଶନ୍‌ ଶକ୍ତି

Leave A Reply

Your email address will not be published.

3 + fourteen =