ଜେ.ଏସ୍‌.ଡ଼ବ୍ଲ୍ୟୁ ର ଆମ୍ବୁଲାନ୍ସ ସମ୍ବନ୍ଧୀୟ କର୍ମଶାଳା ଓ ସଚେତନତା ଶିବିର ଅନୁଷ୍ଠିତ

0

ଆମେ ରଙ୍ଗୀନ ଭାବେ ଯେବେ ଜୀବନ ଜିଇଁବା ଆରମ୍ଭ କରୁ ସେବେ ଜୀବିକା ଏକ ବଡ ଭୂମିକା ଗ୍ରହଣ କରେ । ଆଉ ଏ ଦୁଇଟି କୁ ଲୋକଙ୍କ ପାଖରେ ବେଶ ସହଜରେ ଆଉ ସରଳ ରେ ଉପଲବ୍ଧ କରାଇଛି JSW । ଲୋକଙ୍କ ମୁଁହରେ ହସ ଆଉ ସରସ ବି ଭରିଛି । ସ୍ୱାବଲମ୍ବୀ ହେବାର ଦିଶା ବି ଫିଟିଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାକୁ ପ୍ରୋତ୍ସାହନ ବି ଯୋଗାଇଛି JSW । ସବୁବେଳେ ଲୋକଙ୍କ ବିକାଶ ପାଇଁ କାମ କରି JSW ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ । ପ୍ରତିଟି ସମୟରେ ଔଝଡ ନିଜର ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ଏକ ନିଆରା ପରିଚୟ ତିଆରି କରିଛି । ରାଜ୍ୟ ଭିତରେ ଚାଷୀ ମାନଙ୍କୁ ଜୀବନ ଜୀବିକା ପ୍ରକଳ୍ପରେ ସହଯୋଗ ପୂର୍ବକ ସେମାନଙ୍କ ଆୟ ବୃଦ୍ଧି କରିବା ସହ ସେମାନଙ୍କ ମନରେ ହସ ଭରି ପାରିଛି । ଆଜି ଗାଁ ମାନଙ୍କ ରେ ମା ମାନେ ଘର ଆଗରେ ପାକଶାଳା ବଗିଚା କରି ସବୁଜିମା ର ଗାଥା ଗାଉଛନ୍ତି ।
କେବଳ କୃଷି ନୁହେଁ ଲୋକଙ୍କୁ ସ୍ୱାବଲମ୍ବୀ କରିବାରେ, ସାଧାରଣ ଲୋକଙ୍କ ଦକ୍ଷତା ବୃଦ୍ଧିରେ JSW ର ଭୂମିକା ଅତୁଳନୀୟ ।ଏହାପୂର୍ବରୁ ଜୁଲାଇ ୩ ଏବଂ ୪ ରେ ଆମେ ଆମ୍ବୁଲାନ୍ସର କାର୍ଯ୍ୟର ପରିସରକୁ ଲୋକ ମାନଙ୍କ ପାଖରେ ପହଁଚାଇବା ତଥା ଆମ୍ବୁଲାନ୍ସ ସମ୍ବନ୍ଧୀୟ କର୍ମଶାଳା ଓ ସଚେତନତା ଶିବିର ଲୋକମାନଙ୍କ ମଧ୍ୟରେ ଆୟୋଜନ କରାଯାଇଥିଲା । ଏଥିରେ ଲୋକ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ପ୍ରମୁଖ ସମ୍ପ୍ରଦାୟର ବ୍ୟକ୍ତି ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ ।

Leave A Reply

Your email address will not be published.

twelve − eleven =