Browsing Category

କୃଷି ଖବର (Agriculture news)

ବାଂଲାଦେଶରେ ପହଞ୍ଚିଲା ଓଡିଶା କାଜୁ

୨୩ ନଭେମ୍ବର ୨୦୨୩ ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ଓଡ଼ିଶା ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କରିଛି । ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଆପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି…
Read More...

ମତ୍ସ୍ୟ ଦିବସରେ ଆରମ୍ଭ ହେଲା “ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା” –

ବିଶ୍ଵ ମତ୍ସ୍ୟ ପାଳନ ଦିବସ ଅବସରରେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VC ( ଭିଡିଓ କନଫରେନ୍ସ) ମାଧ୍ୟମରେ ରାଜ୍ୟରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ( MMKY) ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମତ୍ସ୍ୟଜୀବୀଙ୍କ ପାଇଁ ୧୬ ଟି କଲ୍ୟାଣକାରୀ…
Read More...

ବିଶ୍ୱ ମତ୍ସ୍ୟ ଦିବସ – ପଢନ୍ତୁ କଣ କହୁଛନ୍ତି ମତ୍ସ୍ୟ ବିଶେଷଜ୍ଞ

ଆଜି ହେଉଛି ବିଶ୍ୱ ମତ୍ସ୍ୟ ଦିବସ । ପ୍ରତିବର୍ଷ ନଭେମ୍ବର ୨୧ ରେ ଏହା ପାଳନ କରାଯାଏ। ମତ୍ସ୍ୟସମ୍ପଦ ପରିଚାଳନାର ଗୁରୁତ୍ୱକୁ ଆଲୋକିତ କରିବା ସହ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟ ନିରାପତ୍ତା ତଥା ଜୀବିକା ନିର୍ବାହରେ କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି…
Read More...

ସର୍ବଭାରତୀୟ ମତ୍ସ୍ୟ ସମ୍ମିଳନୀ -୨୦୨୩ ଉଦଘାଟିତ

ବିଶ୍ଵ ମତ୍ସ୍ୟ ଦିବସ ସମ୍ମିଳନୀ ଇଣ୍ଡିଆ - ୨୦୨୩ ପ୍ରତିବର୍ଷ ନଭେମ୍ବର ୨୧ ରେ ମତ୍ସ୍ୟ ଦିବସ ପାଳନ କରାଯାଏ । ଆଜିର ଏହି ଅବସରରେ ଆଜି ଭାରତର ପ୍ରଥମ ସର୍ବଭାରତୀୟ ମତ୍ସ୍ୟ ସମ୍ମିଳନୀ -୨୦୨୩ ପାଳନ ହୋଇଛି । ଏହା ନଭେମ୍ବର ୨୧ ଓ ୨୨ ଦୁଇଦିନ ଧରି ହେବାର ଯୋଜନା କରାଯାଇଥିଲା । ତେଣୁ ଆଜି…
Read More...

ନୀଳ ବିପ୍ଳବର ଆହ୍ବାନ, ପରିବର୍ତ୍ତନ ଏବଂ ଦର୍ଶନ

ମତ୍ସ୍ୟ, ମତ୍ସ୍ୟବିଜ୍ଞାନ, ମତ୍ସ୍ୟ ପାଳନ କିମ୍ବା ମତ୍ସ୍ୟ ଗବେଷଣା ଆଦି ଶବ୍ଦ ଯେତେବେଳେ ପର୍ଯ୍ୟାଲୋଚନାର ପରିସର ଭୁକ୍ତ ହୁଏ , ସେତେବେଳେ ଆମମାନଙ୍କ ମନରେ କେବଳ ବିବିଧତା , ପୋଷଣତତ୍ତ୍ଵ, କୃଷି ତଥା ଆର୍ଥିକ କିମ୍ବା ସାମାଜିକ ଅଭିବୃଦ୍ଧି ଆଦିର ଭବନା ଆସିଥାଏ । କିନ୍ତୁ ଆମେ ମାନେ କଣ…
Read More...

ଭବାନୀପାଟଣା ରେ ଉଦଘାଟିତ ହେଲା ମିଶନ ଶକ୍ତି କାଫେ

ବର୍ତ୍ତମାନ ସବୁ କ୍ଷେତ୍ରରେ ମହିଳାଙ୍କ ବିକାଶ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ଆଜି ସ୍ଵାବଲମ୍ବୀ ହୋଇ ରୋଜଗାର କରି ନିଜର ପରିବାର ଚଳାଉଛନ୍ତି । ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଠୁ ଦୁଇ ପାଦ ଆଗରେ ଚାଲୁଛି । ଏ ଦିଗରେ…
Read More...

୩୬ ଜଣ ମିଶନ ଶକ୍ତି ମହିଳାଙ୍କୁ ମିଳିଲା ଦୁବାଇ ଯିବାର ସୁଯୋଗ

ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର କାର୍ଯ୍ୟଦକ୍ଷତା ଓ ପରିଶ୍ରମ ମାଧ୍ୟମରେ ନିଜର ପାରଦର୍ଶିତା ପ୍ରକାଶ କରିପାରିଛନ୍ତି । ମହିଳା ସଶକ୍ତିକରଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇ ନିଜର ଏବଂ ସମାଜର ହିତରେ ଲାଗିପଡିଛନ୍ତି । ସମଗ୍ର ରାଜ୍ୟରୁ ୩୬ ଜଣ ମହିଳାଙ୍କୁ…
Read More...

କୃଷି ଉତ୍ପାଦନରେ ବୈଷୟିକ ଜ୍ଞାନର ବ୍ୟବହାର ଏକ ବଡ଼ ଆହ୍ୱାନ- ରୋହିତ କୁମାର ସିଂ

କୃଷି ଉତ୍ପାଦନ କେନ୍ଦ୍ର ଏବଂ ମୁଖ୍ୟ ଉପଭୋକ୍ତାଙ୍କ ରହିବା ସ୍ଥାନଗୁଡିକ ଭିନ୍ନ ହୋଇଥାଏ ଓ ଭୌଗୋଳିକ ଦୃଷ୍ଟିରୁ ଦେଖିବାକୁ ଗଲେ ଭିନ୍ନ ଭାବରେ ବିସ୍ତୃତ ମଧ୍ୟ ହୋଇଛି ଏବଂ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ଆହ୍ୱାନ ବୋଲି ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ସଚିବ ରୋହିତ କୁମାର ସିଂ…
Read More...

ମିଲେଟ ଉତ୍ପାଦନ ବୃଦ୍ଧି କରିବାକୁ ସ୍ଵତନ୍ତ୍ର ଯୋଜନା

ସାମ୍ପ୍ରତିକ ସମୟରେ ମିଲେଟଗୁଡିକର କ୍ରୟରେ 3 ଗୁଣା ବୃଦ୍ଧି କରିବାକୁ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଯୋଜନା କରାଯାଇଛି। ଜନସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ରୁ କିଛି ପରିମାଣର ଗହମ ଏବଂ ଚାଉଳ ବଦଳରେ ମିଲେଟ ଉତ୍ପାଦନର ତିନିଗୁଣା ୨ ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ସରକାର ଏହି ଆର୍ଥିକ…
Read More...