Browsing Category
କୃଷି ଖବର (Agriculture news)
ଶୀତ ଋତୁରେ ପିଆଜ ଚାଷ
ସବୁଦିନରେ ସବୁ ସମୟରେ ପିଆଜର ଆବଶ୍ୟକତା ରହିଛି । ଆବଶ୍ୟକତା ଦୃଷ୍ଟି କୋଣରୁ ଏହାକୁ ଚାଷ କରିବା ନିହାତି ଆବଶ୍ୟକ । ଏହା ଏକ ଲାଭଜନକ ଫସଲ ମଧ୍ୟ । ରବି ଋତୁରେ ପିଆଜ ଚାଷ କରାଯାଉଥିବାବେଳେ ଆମ ରାଜ୍ୟରେ ପିଆଜ ଉତ୍ପାଦନ ବଢ଼ାଇବାର ଯଥେଷ୍ଟ ଆବଶ୍ୟକତା ରହିଛି । କାରଣ ଗତ କିଛି ମାସ ପୂର୍ବେ!-->…
Read More...
Read More...
‘ସଫଳ’ ପୋର୍ଟାଲ ମାଧ୍ୟମରେ କୃଷି ଋଣ ପାଇଁ ଆବେଦନ
'କୃଷି ଓଡ଼ିଶା ୨୦୨୪' ଉଦଘାଟନ ଉତ୍ସବ ଅବସରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା 'ସଫଳ' ପୋର୍ଟାଲର ଶୁଭାରମ୍ଭ ହୋଇଛି । ବର୍ତ୍ତମାନ ଏହା ଓଡ଼ିଶାର କୃଷକ ଭାଇଭଉଣୀମାନଙ୍କ ପାଇଁ 'ସଫଳ' ପୋର୍ଟାଲ (https://safal.odisha.gov.in) ଜରିଆରେ ସମବାୟ ବ୍ଯାଙ୍କ ଫସଲ!-->…
Read More...
Read More...
କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ସମୀକ୍ଷା କଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ
ଏକ ବରିଷ୍ଠ ଅଧିକାରୀ ବୈଠକରେ ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ସରକାରୀ ଯୋଗାଯୋଗରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସରକାରୀ ଚିଠି ଏବଂ ଇ-ମେଲ୍ ଦସ୍ତଖତରେ 'ବିଶ୍ୱ!-->…
Read More...
Read More...
ଦେଶରେ ଗହମ ମହଜୁଦ ପରିମାଣ ୧୬୩ ଲକ୍ଷ ଟନ୍ କୁ ହ୍ରାସ
ଦେଶରେ ଡାଲି, ଚାଉଳ, ତେଲଠାରୁ ଅଟା ପର୍ଯ୍ୟନ୍ତ ସବୁ ସାମଗ୍ରୀର ବଜାର ମୂଲ୍ୟ ଏବେ ବଢ଼ିବାରେ ଲାଗିଛି । ଅଟା କିଲୋ ପିଛା ୪୪ ଟଙ୍କା ଛୁଇଁଲାଣି । ଏଭଳି ସମୟରେ ଦେଶର ସରକାରୀ ଗୋଦାମ ଘରଗୁଡିକରେ ଗହମ ଷ୍ଟକ୍ ବା ମହଜୁଦ ପରିମାଣର ବୃଦ୍ଧିରେ ହ୍ରାସ ଦେଖୁବାକୁ ମିଳିଛି । ଗହମ ମହଜୁଦ ପରିମାଣ ୭!-->…
Read More...
Read More...
କେନ୍ଦ୍ରର ବଡ଼ ନିଷ୍ପତ୍ତି – ଓଡ଼ିଶାରୁ ସଂଗ୍ରହ ହେବ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ ଏନେଇ ମଞ୍ଜୁରୀ ଦେଇଛି ଯେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ଏପରି କରିବା ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ!-->…
Read More...
Read More...
ବିନା ରସାୟନିକ ପଦ୍ଧତି ଅବଲମ୍ବନରେ ଲଙ୍କା ଚାଷ
ଏହି ରବି ଋତୁରେ, ଝାରସୁଗୁଡା ଜିଲ୍ଲାର ଲାଇକେରା ଏବଂ କୋଲାବିରା ବ୍ଲକର ୧୨୨୭ ଜଣ ମହିଳା କୃଷକ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମ ଅଧୀନରେ ଏକ କ୍ଲଷ୍ଟର ପଦ୍ଧତି ଅନୁସରଣ କରି ୫୮୮.୮ ଏକର ଜମିରେ ଲଙ୍କା ଚାଷ କରିଛନ୍ତି । ଏହି କୃଷକମାନେ ଲଙ୍କା ଚାଷରେ ରାସାୟନିକ ପଦ୍ଧତି ବ୍ୟବହାର ନ କରି!-->…
Read More...
Read More...
ଓଡ଼ିଶା ମିଲେଟ ମିଶନର ଅଭିନବ ପ୍ରୟାସ
ଓଡିଶା ମିଲେଟ ମିଶନ କୃଷକଙ୍କ ପାଇଁ ନୂଆ ଆୟର ସୁଯୋଗ ସୃଷ୍ଟି କରୁଥିବାବେଳେ ଓଡିଶାର କୋରାପୁଟ ଜିଲ୍ଲାରେ ରାଗି ଉତ୍ପାଦନକୁ ବୃଦ୍ଧି କରିଛି । ଏହାପୂର୍ବରୁ, କମ୍ ଉତ୍ପାଦକତା ହେତୁ, ଲାମଟାପୁଟ ବ୍ଲକର କୃଷକମାନେ କେବଳ ଘରର ବ୍ୟବହାର ପାଇଁ ରାଗି ଚାଷ କରୁଥିଲେ । ଆସ୍ପିରେସନାଲ୍ ବ୍ଲକ୍!-->…
Read More...
Read More...
Daak room has brought back unforgettable memories of the past during krushi odisha 24
Flaming examples of the brilliance of technology is adorning everyone's hands today; Which is called 'smart phone'. But in the dark world of these smart phones, the true feelings of the human heart have vanished. In the world of e-mail,!-->…
Read More...
Read More...
ମାଣ୍ଡିଆର ପ୍ରକ୍ରିୟାକରଣ ସମ୍ବନ୍ଧରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କଲେ ମୀରା ପରିଡ଼ା
ସଖା ଏନଜିଓର ସଭାପତି ତଥା ସହ-ପ୍ରତିଷ୍ଠାତା ମୀରା ପରିଡ଼ା, କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସାକ୍ଷାତ କରି ମିଲେଟର ମୂଲ୍ୟ ଶୃଙ୍ଖଳରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ସହଯୋଗ କରିବାକୁ ସମ୍ଭାବ୍ୟ କ୍ଷେତ୍ର ବିଷୟରେ ଆଲୋଚନା!-->…
Read More...
Read More...
ସବୁଜ ମିଶନର ସଫଳ ବିନ୍ଧାଣୀ
ସବୁଜ ମିଶନର ସଫଳ ବିନ୍ଧାଣୀ ଭାବରେ ପରିଚିତ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ । ତାଙ୍କ ଦ୍ବାରା “ମିଶନ୍ ସବୁଜ କୋରେଇ” ଅଭିଯାନରେ ବଢେଇଜଳନ୍ଦା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷରେ ଜଳନ୍ଦା, ହଟପୁର!-->…
Read More...
Read More...