Browsing Category

କୃଷି ଖବର (Agriculture news)

ଓଡିଶା ମିଲେଟ ମିଶନ ତରଫରୁ ଏକ ଏକ୍ସପୋଜର ପରିଦର୍ଶନରେ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ

କୃଷି ଭବନରେ ଓଡିଶା ମିଲେଟ ମିଶନ ଦ୍ୱାରା ଅନୁଷ୍ଠିତ ଏକ ଏକ୍ସପୋଜର ପରିଦର୍ଶନରେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ନେଇ ଅନେକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହାଦ୍ବାରା…
Read More...

କୃଷି ଭବନ ଠାରେ ଅନୁଷ୍ଠିତ ହୋଇଛି ୭୫ ତମ ସାଧାରଣତନ୍ତ୍ର ଦିବସ

୭୫ ତମ ଗଣତନ୍ତ୍ର ଦିବସ ଅବସରରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ଭବନ ପରିସରରେ ଜାତୀୟ ପତକା ଉତ୍ତୋଳନ କରି ସମ୍ବିଧାନର ଆଦର୍ଶ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ସବୁବେଳେ ମର୍ଯ୍ୟାଦାର ସହ ଉଚ୍ଚରେ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
Read More...

ଜୟ ଯବାନ,,, ଜୟ କିଶାନ !!!

ସୀମା ମଧ୍ୟରେ କୃଷକ ଏବଂ ସୀମାନ୍ତରେ ସୈନିକ ନିୟୋଜିତ ହୋଇଥିବାରୁ ଦେଶର ଲୋକମାନେ କେବଳ ଶାନ୍ତିରେ ଶୋଇପାରୁଛନ୍ତି । ସେହିପରି ସ୍ୱାଧୀନତା ରକ୍ଷା କରିବା କେବଳ ସୈନିକ ମାନଙ୍କର କାମ ନୁହେଁ , ସମଗ୍ର ଦେଶକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ଦେଶ କେତେ ବି ଡିଜିଟାଲ ହେଉ ନା କାହିଁକି,, ରୁଟି…
Read More...

ଆରମ୍ଭ ହେବାକୁ ଯାଉଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

ଆସନ୍ତା ଫେବୃଆରିରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓଡ଼ିଶା ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ତିନିଦିନିଆ ଓଡିଶା…
Read More...