Agriculture-news

Agriculture-news

କୃଷକଙ୍କୁ ମିଳିବ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ କୃଷକଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା ଯୋଗାଇଦେବା ନେଇ ଧାର୍ଯ୍ୟ କରିଛି।

Agriculture-news

ଚାଷୀଙ୍କୁ ଗୁରୁତ୍ବ ଦେଉଛନ୍ତି ନୂଆ ସରକାର

ରାଜ୍ୟ ପୂର୍ବ ସରକାର ଅପେକ୍ଷା ନୂତନ ସରକାର ରାଜ୍ୟର ଚାଷୀଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

Scroll to Top
×