ରାୟଗଡା ଜିଲ୍ଲାର ସଫଳ ମାଣ୍ଡିଆ ଚାଷୀ ଶୁଆଧାର

ପୁଷ୍ଟିଶସ୍ୟ ମିଲେଟ୍ସକୁ ପ୍ରୋତ୍ସାହନ ଦେଇ ଏହାର ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି। ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଶେଷ କରି ଏହି ପୁଷ୍ଟିଶସ୍ୟ ପାହାଡ଼ିଆ
Read More...

ଚାଷୀ ମାନଙ୍କ ପାଇଁ ଜୈବିକ କୃଷି କର୍ମଶାଳା ଆୟୋଜିତ

କୃଷି ଓ କୃଷକର ବିକାଶର ନାରାରେ ଏବେ ରାଜ୍ୟ ଆଉ କେନ୍ଦ୍ର ସରକାର । କୃଷିକୁ ଜୀବନ ଜୀବିକାର ମାନଦଣ୍ଡ ଭାବେ ଗ୍ରହଣ କରି ସଭ୍ୟତାର ମାପକାଠି ରୂପେ ବିବେଚନା କରାଯାଉଛି । ମୋଟ ଉପରେ କହିବାକୁ ଗଲେ ଜନସଂସ୍କୃତିରେ କୃଷିର ଗୁରୁତ୍ୱ ଢେ଼ର ଅଧିକ । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା
Read More...

ଧାନ ଫସଲର ମାଟିଆଗୁଣ୍ଡି ଓ ଚକଡା଼ ପୋକ ନିରାକରଣ

ଧାନ ଫସଲରେ ଏହି ସମୟରେ ମାଟିଆଗୁଣ୍ଡି ଓ ଚକଡା଼ ପୋକ ଆକ୍ରମଣ କରିବାର ସମ୍ଭାବନା ରହିଛି। ତେଣୁ ମାଟିଆଗୁଣ୍ଡି ପୋକର ନିରାକରଣ ପାଇଁ ଧାନ ରୋଇବା ବେଳେ ପାଖାପାଖି ରୋଇବା ଅନୁଚିତ୍। ଏହି ସମୟରେ ଧାଡିକୁ ୨୦ ସେ.ମି ଓ ଗଛକୁ ୧୫ ସେ.ମି ବ୍ୟବଧାନ ରଖିବା ଉଚିତ୍। ପ୍ରତି ୮ ଧାଡ଼ି ପରେ
Read More...

କୃଷକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଦୁଇଟି ଯୋଜନା

ଖାଦ୍ୟ ନିରାପତ୍ତା ସହ କୃଷିବିକାଶ କ୍ଷେତ୍ରରେ ଓଡ଼ିଶାରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ କେବଳ ଦେଶ ନୁହେଁ ବିଦେଶରେ ବି ପ୍ରଶଂସିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶର ବିଭିନ୍ନ ରାଷ୍ଟ୍ର ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁସରଣ ଓ ଅନୁକରଣ କରିଥିବା ନେଇ
Read More...

ଗ୍ରାମାଞ୍ଚଳରୁ ହିଁ କୃଷକ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇଥାଏ : ମନ୍ତ୍ରୀ

ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ୱାରା କୃଷି କନ୍‌କ୍ଲେଭ ୨୦୨୪ ଉଦଘାଟିତକୃଷି ଆମ ଅର୍ଥନୀତିର ମାନଦଣ୍ଡ। ରାଷ୍ଟ୍ରର ବିକାଶ ଦିଗରେ କୃଷି ଓ କୃଷକଙ୍କ ପ୍ରାଥମିକତାକୁ ଅଣଦେଖା କରାଯାଇନପାରେ। କୃଷି ଓ କୃଷକର ବିକାଶକୁ ଆଧାର କରି ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଶ୍ୟାମଳ ସୁବର୍ଣ୍ଣ
Read More...