ଓଲୁଅ ଫସଲର ପରିଚାଳନା

ସାଧାରଣତଃ ମାର୍ଚ୍ଚ ମାସର ମଧ୍ୟଭାଗରେ ଜଳସେଚିତ ଓଲୁଅ ଫସଲ ଲଗାଇଲେ ଅଧିକ ଅମଳ ମିଳେ। ହାରାହାରି ୬୦୦ ଗ୍ରାମ ଓଜନର ଛୋଟଛୋଟ ଗୋଟା ଓଲୁଅ ବିହନ ପାଇଁ ଉପଯୁକ୍ତ । ମାତ୍ର ବଡ ବଡ ଓଳୁଅକୁ ଛୁରି କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ୪୦୦ରୁ ୬୦୦ ଗ୍ରାମ ଓଜନର ଖଣ୍ଡ କାଟି ବିହନ ଆକାରରେ
Read More...

ଗରମ ଦିନେ ପିଅନ୍ତୁ ମାଣ୍ଡିଆ ଲସି

ଅତ୍ୟଧିକ ଗ୍ରୀଷ୍ମ ଗରମରୁ ରକ୍ଷା ପାଇଁ ଭୁବନେଶ୍ବରସ୍ଥିତ ବାବାସାହେବ୍ ଭୀମରାଓ ଆମ୍ବେଦକର ବସ ଟର୍ମିନାଲରେ ଥିବା ମିଲେଟ୍ ଶକ୍ତି କାଫେକୁ ଆସନ୍ତୁ ଏବଂ ମାଣ୍ଡିଆ ଚାସ୍ ଓ ରାଗି ଲସି ପିଆନ୍ତୁ ଯାହାକି ନିଜକୁ ଆଶ୍ୱସ୍ତି ଲାଭ କରିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଏହାକୁ ପ୍ରସ୍ତୁତ
Read More...

ଓଡ଼ିଶାର ଆମ୍ବ ପ୍ରେମୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଆମ୍ରପଲ୍ଲୀ

ଆମ୍ବ ଖାଇବାରୁ କାହାରୁ ବା ଭଲ ନ ଲାଗେ । ଖାଲି ଟିକେ ଆମ୍ବର ନାଁ କାନରେ ବାଜିଗଲେ ମୁହଁରେ ପାଣି ଆସିଯାଏ । ଆମ୍ବର ସ୍ବାଦ ପାଇଁ ତାକୁ ଫଳର ରାଜା ବୋଲି କୁହାଯାଏ। ଆମ୍ବ ଖାଲି ଏକ ସୁସ୍ବାଦୁ ଫଳ ଯାହାକୁ ଖରାଦିନେ ଲୋକମାନେ ଖାଇବାକୁ ଭଲ ପାଆନ୍ତି । ଖରାଦିନ ଆସିଲା ମାନେ ଅନେକ
Read More...

ବଢୁଛି ମିଲେଟ ରୁ ପ୍ରସ୍ତୁତ ଖାଦ୍ୟର ଚାହିଦା

ସୁନ୍ଦର ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ। ଗହମ ଅଟା ଓ ମାଇଦାଯୁକ୍ତ ଖାଦ୍ୟରେ ଶର୍କରା ପରିମାଣ ଅଧିକ ଥାଏ। ସେଥିପାଇଁ ମଧୁମେହ, ମେଦବହୁଲତା ଓ ହୃଦଜାତୀୟ ସମସ୍ୟା ବଢୁଛି। ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ
Read More...