ଶ୍ରୀ ଅନ୍ନ ଅଭିଯାନ ଓ ସାମାଜିକ ଗଣମାଧ୍ୟମ ନେଟୱାର୍କ ଫୁଡ୍ ଫିଣ୍ଡୋର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ମିଲେଟ୍ ମିଶନର ମିଳିତ ସହଯୋଗରେ ରାଜ୍ୟ ଓ ଦେଶର ଅନେକ ସ୍ଥାନରେ ମିଳେଟ୍ ଶକ୍ତି କାଫେ ଖୋଲାଯାଇଛି। ଯାହାକି ମିଲେଟ୍ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏହାର ପୁଷ୍ଟିତତ୍ତ୍ଵ ଓ ଉପକାରିତା ଦର୍ଶାଉଛନ୍ତି। ଓଡ଼ିଶାର
Read More...

ଛତୁ ଚାଷ କରି ଲାଭବାନ ହେଉଛନ୍ତି ଆମ ରାଜ୍ୟର ଚାଷୀମାନେ

ଓଡ଼ିଶାର ଜଳବାୟୁକୁ ଆଧାରକରି ମୁଖ୍ୟତଃ ଦୁଇପ୍ରକାରର ଛତୁଚାଷ କରାଯାଇଥାଏ। ଏହି ଦୁଇପ୍ରକାରର ଛତୁ ମଧ୍ୟରୁ ପାଳ ଛତୁଟି ବର୍ଷର ମୁଖ୍ୟତଃ ମାର୍ଚ୍ଚଠାରୁ ଅକ୍ଟୋବର ଯାଏ ଚାଷ ହୋଇଥାଏ। ଅନ୍ୟ ଛତୁଟି ହେଲା ଧିଙ୍ଗିରି ଛତୁ। ଏହା ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ।
Read More...

ଆସନ୍ତା ବର୍ଷା ପରିସ୍ଥିତିକୁ ନେଇ ଚାଷ ପ୍ରଣାଳୀ ଓ ରୋଗ ପରିଚାଳନା

 ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁୟାୟୀ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ତେଣୁ କୃଷକମାନେ ନାଳ ଶେଷ ଭାଗ ଖୋଲା ରଖି ନାଳ ସଫା କରିବା ଉଚିତ କାରଣ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ହେବାର ସମ୍ଭାବନା ରହିଛି। ଧାନ ଫସଲ କ୍ଷେତରେ ୨-୩ ସେମି ଜଳ
Read More...

ଏ ସପ୍ତାହର କୃଷି ପାଣିପାଗ

ପ୍ରତି ଶୁକ୍ରବାର କୃଷି ବିଜ୍ଞାନୀ ମୀରା ମହାନ୍ତି ଙ୍କ ଦ୍ଵାରା ପ୍ରକାଶିତ ହେବ - କୃଷି ପାଣିପାଗର ସ୍ଵତନ୍ତ୍ର ସ୍ତମ୍ଭ ଚଳିତ ବର୍ଷ ଖରିଫ ଋତୁର ଆରମ୍ଭରେ ଉତ୍ତମ ମୌସୁମୀ ବାୟୁର ଆଗମନ ନଥିବା ସତ୍ତ୍ୱେ ଦୁଇଟି ଲଘୁଚାପର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକି କିଛି ଜିଲ୍ଲାରେ
Read More...

ମାଣ୍ଡିଆ ଗଛର ରୋଗ ଓ ପୋକ ପରିଚାଳନା

ମାଣ୍ଡିଆ ଗଛରେ ଦେଖାଦେଉଥିବା ମହିଷା ରୋଗର ପରିଚାଳନା ପାଇଁ ମାଣ୍ଡିଆ ଜମିରୁ ଭଲ ଭାବରେ ଘାସ ବାଛି ଦିଆଯାଏ। ମାଣ୍ଡିଆ କାଟିଲା ପରେ ଜମିରୁ ଘାସ ବୁଦାଗୁଡ଼ିକ ହଳ କରି କିମ୍ବା ପୋଡ଼ି ସଫା କରିଦିଆଯାଇଥାଏ। ଭଲ ଚାଷ ପାଇଁ ଠିକ୍ ସମୟରେ ରୁଆ କାର୍ଯ୍ୟ ଶେଷ କରିବା ଆବଶ୍ୟକ। ଏହାପରେ
Read More...

ସଫଳ ମାଣ୍ଡିଆ ଚାଷୀ ଭକ୍ତି ହରିଜନଙ୍କ ସଫଳତା

ରାଜ୍ୟ ସରକାର ଓଡିଶା ମିଲେଟ୍‌ ମିଶନ ଏବଂ ଶ୍ରୀ ଅନ୍ନ ଅଭିଯାନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ଏହାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପଦ୍ମଥପା ଗାଁ'ର ଭକ୍ତି ହରିଜନ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହୋଇଛନ୍ତି। ତାଙ୍କୁ ଖୁବ୍ କମ୍ ବୟସ
Read More...