ବ୍ୟାପକ ହେଉଛି ଉଦ୍ୟାନ କୃଷି

0

ରାଜ୍ୟରେ ବ୍ୟାପକ ହେଉଛି ଉଦ୍ୟାନ କୃଷି ବିଭାଗ । ଚାଷୀଙ୍କ ବିକାଶକୁ ଅଗ୍ରାଧିକାର ଦିଆଯାଇଛି । ନୂଆ ଓଡ଼ିଶାରେ ଚାଷୀଙ୍କ ଜୀବନରେ ଭରୁସି ଉଲ୍ଲାସର ପ୍ରତିଛବି । ଫଳ ଓ ପନିପରିବା ଚାଷରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଆଧୁନିକ ଜ୍ଞାନ କୋ÷ଶଳକୁ ନେଇ ତାଲିମ ଦିଆଯାଉଛି । ୨୦୨୨-୨୩ ବର୍ଷରେ ୧୩.୬୯ ମିଲିୟନ ଟନରୁ ଅଧିକ ଉତ୍ପାଦନ ଉଦ୍ୟାନ କୃଷି ବିଭାଗରେ ହୋଇଛି । ଚଳିତ ବଜେଟରେ ଉଦ୍ୟାନ କୃଷି ପାଇଁ ମୋଟ ୩୮୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ସହ ସୁନିଶ୍ଚିତ ହେଉଛି ପୋଷଣ ନିରାପତ୍ତା

Leave A Reply

Your email address will not be published.

2 × one =