Browsing Tag

cabinet

ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି

ଓଡ଼ିଶାରେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ବଡ଼ ନିଷ୍ପତ୍ତି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଗତ ହୋଇଛି ଏହି ନିଷ୍ପତ୍ତି…
Read More...