Browsing Tag

#agriculture

ଭୋକରୁ ଜନ୍ମ ନିଏ ଶ୍ରମର ସଂଜ୍ଞା

କ୍ଷୁଧା ମଣିଷର ଏକ ଅନିବାର୍ଯ୍ୟ ଆବଶ୍ୟକତା । ଜୀଇଁବା ପାଇଁ ପେଟରେ ଦାନା ଦି ମୁଠା ପଡ଼ିବା ନିହାତି ଜରୁରୀ । ଭୋକିଲା ପେଟରେ କିଏ ବା ରହିପାରିବ । ଦି ଗୁଣ୍ଡା ଖାଇଲେ ତ ଦି ଓଳି କାମ କରିବୁ । ଭୋକିଲା ପେଟରେ ନିରାଶ ମନରେ ସବୁକିଛି ଦୁଃର୍ବିସହ ଲାଗେ । ମଣିଷ ଆଶା ହରାଇବସେ । ଖାଇବା ଅର୍ଥାତ
Read More...

ଧାନର ନୂଆ କିସମ ଆର.ଏନ.ଆର୍‌ – ୧୫୦୪୮

ଆର.ଏନ୍‌.ଆର ୧୫୦୪୮ ଧାନ ୧୨୦ ରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇପାରୁଥିବା ଧାନର ଏକ କିସମ ଅଟେ । ମୁଖ୍ୟତଃ ଏହା ଜୁଲାଇ ମାସରେ ଚାଷ କରାଯାଇଥାଏ । ଜୀବାଣୁ ଜନିତ ପତ୍ରପୋଡ଼ା ରୋଗର ଏହା ସହନଶୀଳ କିସମ ଅଟେ । ସାଧାରଣତଃ ଏହାକୁ ଖରିଫ ଓ ରବି ଉଭୟ ଚାଷ ରତୁରେ ଚାଷ କରାଯାଇଥାଏ । ଅମଳ ଅଧିକ ହେବା
Read More...

ଏପ୍ରିଲ ମାସରେ କୃଷି ପରାମର୍ଶ

ଏପ୍ରିଲ ମାସରେ ପନିପରିବା, ଅଦା, ନଳିତା ଚାଷ ପାଇଁ କୃଷି ପରାମର୍ଶ ଦିଆଯାଇଛି। ଦିନର ତାପମାତ୍ରା ବଢୁଥିବାରୁ ପନିପରିବାରେ ଝାଉଁଲା ରୋଗ ହେବାର ସମ୍ଭାବନା ରହିଛି। ବିଭିନ୍ନ ପନିପରିବାର ରୋଗ ପ୍ରତିରୋଧ କରିବା ପାଇଁ ଭିନ୍ନ ଭିନ୍ନ କୀଟନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।
Read More...

ମକା ଚାଷ ପାଇଁ ଜରୁରୀ ସୂଚନା

ମକା ଚାଷର ପ୍ରୋତ୍ସାହନ ପାଇଁ କୃଷି ବିଭାଗ ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ମାଧ୍ୟମରେ ମକା କ୍ଲଷ୍ଟରର ପ୍ରଚାର ଓ ପ୍ରସାର କାର୍ଯ୍ୟ କରୁଛି। ସାଧାରଣତଃ ମକା ଚାଷ ପାଇଁ ନିଗିଡା, ବାଲିଆ, ଦୋରସା ଓ ପଟୁମାଟି ଆବଶ୍ୟକ ହୋଇଥାଏ। ମକା ଚାଷ ଶୀତ, ବର୍ଷା ଓ ଖରାଦିନେ ମଧ୍ୟ
Read More...

ଇଫକୋ ଦ୍ଵାରା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଶୁଭାରମ୍ଭ

ଇଫକୋ ଭ୍ରାମ୍ୟମାଣ ପରୀକ୍ଷାଗାର ଶୁଭାରମ୍ଭ କରାଯାଇଛି। କୃଷି ଓ କୃଷକର ଉନ୍ନତି ପାଇଁ ଇଫକୋ ଅନବରତ ଉଦ୍ୟମ ଜାରିରଖିଛି। କମ ଖର୍ଚ୍ଚରେ କିପରି ଆଧୁନିକ ଜ୍ଞାନକୌଶଳରେ କୃଷି କାର୍ଯ୍ୟ କରିହେବ, ସେ ବିଷୟରେ ଇଫକୋ ବିଭିନ୍ନ ଉପାୟରେ ଚଷିଭାଇମାନଙ୍କୁ ସଚେତନ କରିଆସୁଅଛି। ଇଫକୋ
Read More...