କମାଲ କରୁଛନ୍ତି ମିଶନ୍‌ ଶକ୍ତିର ମହିଳା

0

ମିଶନ ଶକ୍ତି ଆଜି କେବଳ ସ୍ଲୋଗାନ ରେ ସୀମିତ ହୋଇ ନାହିଁ , ଏହା ଆଜି ଏକ ବିପ୍ଲବ ରେ ପରିଣତ ହେଲାଣି । ଦିନେ ମା’ ମାନଙ୍କୁ ଅବଳା ଦୁର୍ବଳା ବୋଲି ସମାଜ ଯେଉଁ କଥା କହୁଥିଲା , ତାହା ବିରାଟ ପରିବର୍ତ୍ତନରେ ରୂପାନ୍ତରିତ ହୋଇଛି । ମା’ ମାନେ ଆଜି ସଶକ୍ତ । ଏକ ସମୃଦ୍ଧ ଓଡ଼ିଶା ଗଠନରେ ସେମାନଙ୍କ ଭାଗିଦାରିତା ବେଶ ଗୁରୁିତ୍ୱପୂର୍ଣ୍ଣ । ମିଶନ ଶକ୍ତି ମା” ମାନଙ୍‌କୁ କେବଳ ସ୍ୱାବଲମ୍ବୀ କରାଉନି ବରଂ ଆତ୍ମନିର୍ଭରଶୀଳ ହେବାର ଖୋରାକ ଯୋଗାଉଛି । ଅଧିକରୁ ଅଧିକ ମା’ ମାନେ ମିଶନ ଶକ୍ତି ସହ ଏବେ ଯୋଡ଼ି ହୋଇ ରୂପାନ୍ତରଣ ଓଡ଼ିଶାରେ ପ୍ରମୁଖ ଭୂମିକା ସାଜୁଛନ୍ତି । କେବଳ ଘରର ଚାରି ଦୁଆର ଭିତରେ ଦିନ ମାଟିବା ନୁହେଁ ବରଂ ସମାଜର ମୁଖ୍ୟ ତ୍ସୋତରେ ସାମିଲ ହୋଇ ମହିଳା ମାନେ ଆଜି ତ୍ନ୍‌୍‌ର ପରିଚୟ ସୃଷ୍ଟି କରୁଛନ୍ତି ।
କେନ୍ଦ୍ରାପଡ଼ା, ନୂଆପଡ଼ାର ୯୫ଟି ଓ ୧୦ଟି ମିଶନଶକ୍ତି ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଅଗଷ୍ଟ ୨୦୨୨ ରୁ ଇ-ଅଟୋ ଚଲାଇ ନିଜେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ଏହା ଦ୍ୱାରା ସେମାନେ ଦିନକୁ ୧୦୦୦-୧୫୦୦ ଟଙ୍କା ଲେଖାଏଁ ରୋଜଗାର କରିପାରୁଛନ୍ତି । ନିଜେ ଉଦ୍ୟୋଗୀ ହେବା ସହ ଦୃଢ଼ ମନୋବଳ ସେମାନଙ୍କୁ ଆଜି ବଂଚିବାର ନୂଆ ରାହା ଯୋଗାଉଛି ।

Leave A Reply

Your email address will not be published.

10 + 13 =