‘ସଫଳ’ ପୋର୍ଟାଲ – ସମବାୟ ବ୍ୟାଙ୍କର ଫସଲ ଋଣ ସୁବିଧା

0

କୃଷି ଓଡ଼ିଶା ୨୦୨୪ ଉଦଘାଟନ ଉତ୍ସବ ଅବସରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ‘ସଫଳ’ ପୋର୍ଟାଲ – ସମବାୟ ବ୍ୟାଙ୍କର ଫସଲ ଋଣ ସୁବିଧାର ଶୁଭାରମ୍ଭ ହୋଇଛି । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧହାରରେ ଏହି ସୁବିଧା ମିଳିବ । ଓଡ଼ିଶାର କୃଷକମାନେ ସହଜରେ www.safal.odisha.gov.in ଜରିଆରେ ସମବାୟ ବ୍ଯାଙ୍କ ଫସଲ ଋଣ ନିକଟସ୍ଥ ପ୍ୟାକ୍ସ / ଲ୍ୟାମ୍ପ୍ସ ଠାରୁ ପାଇପାରିବେ । ଲୋନ ଆବେଦନ ଏବଂ ଅନ୍ଯାନ୍ଯ ସହାୟତା ନିମନ୍ତେ ନିକଟସ୍ଥ ପ୍ୟାକ୍ସ ଓ ଲ୍ୟାମ୍ପ୍ସ, କୃଷି କାର୍ଯ୍ୟାଳୟ କିମ୍ବା କୃଷି ନିଃଶୁଳ୍କ କୃଷି ସୂଚନା ହେଲ୍ପଲାଇନ ୧୫୫୩୩୩ ରେ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.

4 × three =