ମିିଶନ୍‌ ଶକ୍ତି ମହିଳାଙ୍କ ଜୈବିକ କୃଷିର ନାରା

ମହିଳା ସଶକ୍ତିକରଣ ରାଜ୍ୟ ସରାକାରଙ୍କ ପ୍ରଥମ ପ୍ରାଥମିକତା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କ ବିକାଶ ପାଇଁ କରାଯାଉଥିବା ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ସବୁବେଳେ ପ୍ରଶଂସା ଯୋଗ୍ୟ । ଆଉ ଏ ସବୁକୁ ଅଧିକ ଖୋରାକ ଯୋଗାଇଛି ମିଶନ୍‌ ଶକ୍ତି । ମିଶନ୍‌ ଶକ୍ତି ମାଧ୍ୟମରେ ମହିଳା ମାନେ ଆଜି ସମୃଦ୍ଧ ହେଉଛନ୍ତି । ଏହି ଉପକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ମା ସମଲେଶ୍ୱର ଗୋଷ୍ଠୀର ୫୦ ଜଣ ମହିଳା ମାନେ ଆଜି ଚାଷ ଜମିରୁ ଉଦ୍ୟୋଗର ବାର୍ତ୍ତା ପହଁଚାଉଛନ୍ତି । କଲରା , ଜହ୍ନି ପରି ଲତାଜାତୀୟ ଫସଲକୁ ୨୫ଏକର ଜମିରେ ଲଗାଇ ୨୨ଲକ୍ଷର ଆୟ କରିପାରୁଛନ୍ତି ସବୁଠାରୁ ବଡ଼କଥା ହେଲା ଚାଷ ଜମିରେ କୋ÷ଣସି ପ୍ରକାର କୀଟନାଶକ ପ୍ରୟୋଗ ନକରି ସେମାନେ ଏହି ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସୋ÷: ମିଶନ୍‌ ଶକ୍ତି

Spread the love

Leave a Comment

Your email address will not be published. Required fields are marked *

Scroll to Top
×