ଜୈବିକ ଚାଷକୁ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ

0

ବୌଦ୍ଧରେ ଚାଷୀ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ ମାନ୍ୟବର ରାଜ୍ୟପାଳ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ କହିବା ସହ ଲୋକମାନଙ୍କ ଅଭାବ ଅଭିଯୋଗ ଶୁଣି ବିହିତ ପଦକ୍ଷେପ ପାଇଁ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ବିକଶିତ ଭାରତର ଆଧାର ହେଉଛି ଗାଁ । କୃଷି ଆମ ସଂସ୍କୃତି ଓ ଅର୍ଥନୀତି ର ଭିତ୍ତି । ଉଭୟ ଗାଁ ଓ ଚାଷୀଙ୍କ ବିକାଶ ହେବ ବିକଶିତ ଭାରତର ସୂତ୍ର । ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବରେ ବିବିଧ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥି ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଦରକାର, ଯାହା ଫଳରେ ଲୋକମାନେ ଉପକୃତ ହୋଇପାରିବେ ।

Leave A Reply

Your email address will not be published.

one × three =