ଚାଷୀଙ୍କ ଅଭିବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ

କୃଷି ଓ କୃଷକ ମାନଙ୍କର ହିତ ସାଧନ ନିମନ୍ତେ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତି ବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ଧ୍ୟାନ ଦେଇ ଆସୁଛନ୍ତି । ଚାଷ କାର୍ଯ୍ୟକୁ ସହଜ ସରଳ ଓ ସୁଗମ କରିବା ଦିଗରେୀ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି । ଚାଷୀ ମାନଙ୍କୁ ସଶକ୍ତ ଆଉ ସମୃଦ୍ଧ କରିବା ଦିଗରେ ଚଳିତ ଆର୍ଥିକ ବର୍ଷରେ ୩୨.୫ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହେବାପାଇଁ ଧାର୍ଯ୍ୟ କରାଯାଇଥିବା ବେଳେବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ୬୯୯୦ କୋଟି ଟଙ୍କା କୃଷି ଋଣ ପାଇଛନ୍ତି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×