ମିଶନ୍‌ ଶକ୍ତି ମହିଳାଙ୍କୁ ସଶକ୍ତ କରିଛି ବାଉଁଶ ତିଆରି ଉପକରଣ

0

ମିଶନ୍‌ ଶକ୍ତି ମହିଳା ଆଜି ସଶକ୍ତ ଓ ସମୃଦ୍ଧ । ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବାର ବାର୍ତ୍ତା ଦେଉଛନ୍ତି ମିଶନ୍‌ ଶକ୍ତି ମହିଳା । ନିଜ ଘରେକେବଳ ରୋଷେଇ କି ଘରକରଣା ନୁହେଁ ବରଂ ନିଜର ଉଦ୍ୟୋଗ ସୃଷ୍ଟି କରି ରୋଜଗାରକ୍ଷମ ହୋଇପାରୁଛନ୍ତି ମହିଳା । ୧୫ ଦିନିଆ ଦକ୍ଷତା ବିକାଶର ତାଲିମ ନେଇ କେନ୍ଦ୍ରାପଡ଼ା ମହାକାଳପଡ଼ାର ଟିକିରି ଗ୍ରାମପଂଚାୟତର ମିଶନ୍‌ ଶକ୍ତିର ମହିଳାମାନେ ଏବେ ବାଉଁଶରୁ ତିଆରି ଉପକରଣ ତିଆରି କରି ନିଜ ଗୁଜୁରାଣ ମେଣ୍ଟାଇପାରୁଛନ୍ତି । ପାଂଚଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦ଜଣ ମା’ ମାନେ ଆଜି ସଶକ୍ତିକରଣର ପରିଚୟ ସୃଷ୍ଟି କରିଛନ୍ତି ।

nano urea

ସୋ÷: ମିଶନ୍‌ ଶକ୍ତି

Leave A Reply

Your email address will not be published.

11 − 10 =