କୃଷି ର ବିକାଶ ଦିଗରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ବୃଦ୍ଧି

0

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା କୃଷକ ମାନଙ୍କୁ ଉଚିତ ପାରିଶ୍ରମିକ ଦେବା ନିମନ୍ତେ ନ୍ୟୂନତମ ସମର୍ଥନ ମୂଲ୍ୟ ବୃଦ୍ଧି କରାଯିବା ନେଇ ସୂଚନା ଦିଆ ଯାଇଛି। ଖରିଫ ଋତୁରେ ଉତ୍ପାଦିତ ଡାଲି ଜାତୀୟ ଶସ୍ୟ ନ୍ୟୂନତମ ସମର୍ଥନ ମୂଲ୍ୟ ଉପରେ ୧୨୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ତୈଳବୀଜ ଉପରେ ୩୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବି ଋତୁ ରେ ଉତ୍ପାଦିତ ଡାଲି ଜାତୀୟ ଶସ୍ୟ ର ସର୍ବନିମ୍ନ ସମର୍ଥନ ମୂଲ୍ୟ ୨୭୦ ଟଙ୍କା ଏବଂ ଡାଲି ଜାତୀୟ ଶସ୍ୟ ର ମୂଲ୍ୟ ୩୨୫ ଟଙ୍କା ଧାର୍ଯ୍ୟ କରାଯାଇଛି।

nano urea

ସରକାର ଙ୍କ ଦ୍ଵାରା କୃଷକ ମାନଙ୍କ ପାଇଁ ଏପରି ଅଭିନବ ପଦକ୍ଷେପ ସେମାନଙ୍କୁ ତାଙ୍କ ପରିଶ୍ରମ ର ଉଚିତ୍ ମୂଲ୍ୟ ମିଳିପାରିବ। ଚାଷୀ ଭାଇ ମାନଙ୍କ ଉନ୍ନତି ଦିଗରେ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ।

Leave A Reply

Your email address will not be published.

18 − 5 =