କଳାହାଣ୍ଡିରେ କମାଲ କରୁଛି ମିଲେଟ ଶକ୍ତି କାଫେ

0

ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅଣ୍ଟା ଭିଡ଼ିଛି ମିଶନ୍‌ ଶକ୍ତି ବିଭାଗ । ଓଡିଶା ମିଲେଟ ମିଶନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏବେ ରାଜ୍ୟରେ ମହିଳା ମାନେ ଆତ୍ମନିର୍ଭରଶୀଳ ହେବା ସହ ବିକାଶର ଗାଥା ଗାଉଛନ୍ତି । ଆଜି ରାଜ୍ୟରେ ମିଲେଟ ମିଶନ୍‌ ଏକ ବିପ୍ଲବ । ମିଶନ୍‌ ଶକ୍ତି ମା’ ମାନଙ୍କ ଦ୍ୱାରା ପରିଚାଳିତ । ମା’ ମାନେ ଆଜି ମିଳିତ ଭାବେ ବିକଶିତ ଓଡ଼ିଶା ଗଠନରେ ଭାଗିଦାରୀ ହୋଇଛନ୍ତି । ଏହି ଉପକ୍ରମରେ କଳାହାଣ୍ଡି ଜିଲ୍ଲାର କଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ଏବେ ମିଲେଟ ବା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି । ଭୁବନେଶ୍ୱରର ଆଇ.ଏଚ.ଏମ ରୁ ପ୍ରଶିକ୍ଷଣ ନେଇ ଏହି ମହିଳା ମାନେ ଏବେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଇବା ସହ ମାସିକ ଏକ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନଙ୍କର ଏ ଯାତ୍ରା ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ସାଜିବ ।

nano urea

ସୋ÷- ମିଶନ୍‌ ଶକ୍ତି

Leave A Reply

Your email address will not be published.

1 + 7 =