ଚାଷୀଙ୍କ ସହ ଆଲୋଚନା କଲେ ମାନ୍ୟବର ରାଜ୍ୟପାଳ

0

କୃଷି ହେଉଛି ଆମ ସଂସ୍କୃତି ଓ ଅର୍ଥନୀତିର ଆଧାର l କୃଷିର ଉନ୍ନତି ରେ ଦେଶର ଉନ୍ନତି l ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଦି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି l ଏହାର ଉପଯୋଗ କରି ସମୟର ଆହ୍ଵାନ ଓ ଆବଶ୍ୟକତା ଅନୁସାରେ ଚାଷ କରିବା ଦରକାର ଏବଂ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ ମାନ୍ୟବର ରାଜ୍ୟପାଳ କନ୍ଧମାଳ ଜିଲ୍ଲାର ବନ୍ଧଗଡ଼ାସ୍ଥିତ ମସଲା ପ୍ରକ୍ରିୟାକରଣ ପ୍ରକଳ୍ପ ( କସମ) ପରିଦର୍ଶନ କରି ଚାଷୀ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି l

Leave A Reply

Your email address will not be published.

one × four =