ବିକଶିତ ଭାରତ ଗଠନରେ କୃଷକ ଓ କୃଷିର ଭୂମିକା ଉପରେ ରାଜ୍ୟପାଳଙ୍କ ବାର୍ତ୍ତା

0

ଆତ୍ମନିର୍ଭର କୃଷକ ଆତ୍ମନିର୍ଭର ଭାରତର ଆଧାର l କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପଯୋଗ କରିବା ଦରକାର l ନିକଟରେ ଆଦିବାସୀଙ୍କ ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାର ଯୋଜନା ଆରମ୍ଭ କରିଛନ୍ତି l ବିକଶିତ ଭାରତ ନିର୍ମାଣ ପାଇଁ ସମସ୍ତେ କାମ କରିବାକୁ ମାନ୍ୟବର ରାଜ୍ୟପାଳ ଗଜପତି ଜିଲ୍ଲାର ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟ, କୃଷି, ପ୍ରାଣୀସମ୍ପଦ ଓ ଉଦ୍ୟାନ କୃଷକଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି l

Leave A Reply

Your email address will not be published.

nine + seventeen =