ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କଲେ ମୋଦି

0

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ରୂପେ ଶପଥ ନେଇଛନ୍ତି ନରେନ୍ଦ୍‌୍ର ମୋଦି । ଶପଥ ନେବାର ପ୍ରଥମ ଦିନରେ ହିଁ ଚାଷୀ ଙ୍କ ପାଇଁ ଆସିଛି ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ୧୭ତମ କିସ୍ତି ପାଇଁ ଦେଇଛନ୍ତି ନିର୍ଦ୍ଦେଶନାମା । ମୋଦି ସରକାର ସବୁବେଳେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ସବୁବେଳେ କାର୍ଯ୍ୟରତ । ୯.୩ କୋଟି ଚାଷୀଙ୍କୁ ମିଳିବ ୨୦ ହଜାର କୋଟି ଟଙ୍କା । ଆଗାମୀ ସମୟରେ କୃଷି ଓ କୃଷକଙ୍କ ପାଇଁ ଆହୁରି ଅଧିକରୁ କାମ କରିବାକୁ ଆମ ସରକାର ସଂକଳ୍ପବଦ୍ଧ ବୋଲି ମୋଦିଜୀ କହିଛନ୍ତି ।

Leave A Reply

Your email address will not be published.

2 × four =