ରାଜଧାନୀରେ ଏକାମ୍ର – କ୍ରୀଡା ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

0

ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଓଡିଶା ମିଲେଟ ମିଶନର ଶୁଭାକାଙ୍ଖୀ ‘ମିଲି’ ସହିତ ବିଭିନ୍ନ ବ୍ରାଣ୍ଡିଂ ର ମିଲେଟ ପ୍ରୋତ୍ସାହନ ପାଇଁ ଏକାମ୍ର – କ୍ରୀଡା ସାହିତ୍ୟ ମହୋତ୍ସବର ୫ ତମ ସଂସ୍କରଣରେ ପ୍ରଦର୍ଶିତ ହୋଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏକାମ୍ର – କ୍ରୀଡା ସାହିତ୍ୟ ମହୋତ୍ସବର ନିର୍ଦ୍ଦେଶକ ସନ୍ଦୀପ ମିଶ୍ର ଙ୍କୁ ଧନ୍ୟବାଦ ଦେବା ସହ କ୍ରୀଡ଼ା ସାମ୍ବାଦିକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

19 − eighteen =