Browsing Category

କୃଷି ଖବର (Agriculture news)

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୫୦ ଜଣ ମିଶନ ଶକ୍ତି ମହିଳା

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୧୫୦ ଜଣ ମିଶନ ଶକ୍ତି ମା’ ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୁଷ୍ଟିଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ଦେଇଥିବାରୁ ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ…
Read More...

ମିଲେଟ୍ସକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ପ୍ରଶଂସନୀୟ : ରାଜ୍ୟପାଳ

ମିଲେଟ୍ସ ଆମ ଭାରତର ପାରମ୍ପରିକ ଖାଦ୍ୟ। ସାରା ବିଶ୍ବରେ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଯାହା ଫଳରେ ଏହା ଲୋକ ସମ୍ମୁଖକୁ ଆସିପାରିଛି । ମିଲେଟ୍ସ ଭଳି ଏକ ଅଜଣା ଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ପ୍ରଶଂସନୀୟ । ଓଡ଼ିଶାର…
Read More...

କ୍ରୀଡ଼ା ହଷ୍ଟେଲ୍ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ମିଲେଟ୍ ଏକ ଉଚ୍ଚ ଧରଣର ପୁଷ୍ଟିଶସ୍ୟ ହୋଇଥିବାରୁ ଏହା ସର୍ବଜନ ଆହାର ରେ ସାମିଲ ହୋଇପାରିବ । କ୍ରୀଡ଼ାବିତ୍‌ ମାନଙ୍କ ଉଚ୍ଚମାନର ପ୍ରଦର୍ଶନ ଲାଗି ମଧ୍ୟ ଯେଉଁ ପୋଷକ ତନ୍ତ୍ରର ଆବଶ୍ୟକତା ରହିଛି ତାହା ପୁଷ୍ଟିଶସ୍ୟ (ମିଲେଟ୍)ରୁ ମିଳିପାରିବ। ଏହି ମିଲେଟ ମିଶନ୍ ରେ ଯୋଗ ଦେଇଥିବା ବିଭିନ୍ନ ସଚିବ…
Read More...

କେନ୍ଦ୍ର କୃଷି ସଚିବଙ୍କ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ

କେନ୍ଦ୍ର କୃଷି ସଚିବ, ଶ୍ରୀ ମନୋଜ ଅହୁଜା ଭୁବନେଶ୍ୱରରେ ମିଲେଟସ୍ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବାବେଳେ କୃଷି ଭବନରେ କୃଷି ସମିକ୍ଷା କେନ୍ଦ୍ର (କେଏସକେ) ପରିଦର୍ଶନ କରିଥିଲେ। ତାଙ୍କୁ ସରକାରୀ ସ୍ତରରେ ସ୍କିମ୍ / ସେବା ବିତରଣ, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ତଥ୍ୟ ଚାଳିତ…
Read More...

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା : ଆରମ୍ଭ ହେବ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ଆଉ କେଇ ଘଣ୍ଟା ପରେ ସାରା ବିଶ୍ୱ ଓଡ଼ିଶାର ମାଟିର ମାଣ୍ଡିଆ କଥା ଶୁଣିବ। ରାଜ୍ୟର ମିଲେଟ ମିଶନ, ମିଶନ ଶକ୍ତି,କୃଷି ବିଭାଗ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କରାଯାଉଥିବା ଏହି ମିଲେଟ୍ସ କନଭେନସନ ଆସନ୍ତାକାଲି ଉଦଘାଟନ ହେବାକୁ ଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
Read More...

ବିଶ୍ୱ ଶୁଣିବ ଓଡ଼ିଶା ମିଲେଟ୍ସର କାହାଣୀ

ଆଉ ଦିନକ ପରେ ବିଶ୍ୱ ଶୁଣିବ ଓଡ଼ିଶା ମିଲେଟସ୍‌ର କାହାଣୀ । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ସଫଳତାର କହାଣୀ ସାରା ବିଶ୍ୱରେ ବିଦିତ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୯-୧୦ରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେଉଛି । ଓଡ଼ିଶାର ମାଣ୍ଡିଆ ଚାଷ…
Read More...

ଆଉ ଦୁଇଦିନ ପରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ରୂପରେ ଗଣନା କରାଯାଇଛି । ଚାଷ ଜମିରୁ ଖାଦ୍ୟ ପରସା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରୂପରେ ମାଣ୍ଡିଆର ପ୍ରାସଙ୍ଗିକତା କୁ ମୂଳ ଭିତ୍ତିଭୂମି ଜରିଆରେ ଗାଆଁ ଠାରୁ ନେଇ କରି ସହର ଯାଏଁ  ପ୍ରଚାର ଓ ପ୍ରସାର କରାଯାଇପାରିଛି । କୃଷି ମନ୍ତ୍ରୀ ରଣେନ୍ଦ୍ର…
Read More...

ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ ହେଉଛି ମିଲେଟ୍ସ

ପୁଷ୍ଟିଶସ୍ୟ ମାଣ୍ଡିଆ ପାଇଁ ଏବେ ସବୁଠି ଉତ୍ôସବ ମୁଖର । ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଅୟୋଜନ କରୁଛି ଦୁଇ ଦିନିଆ ଆନ୍ତଜାର୍ତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ । ନଭେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ସଫଳ ମିଲେଟ୍ସ ଉଦ୍ୟୋଗୀ, କୃଷି ବୈଜ୍ଞାନିକ ଯୋଗଦେବାର…
Read More...