Browsing Category
କୃଷି ଖବର (Agriculture news)
ମିଲେଟ ଉତ୍ପାଦନ ବୃଦ୍ଧି କରିବାକୁ ସ୍ଵତନ୍ତ୍ର ଯୋଜନା
ସାମ୍ପ୍ରତିକ ସମୟରେ ମିଲେଟଗୁଡିକର କ୍ରୟରେ 3 ଗୁଣା ବୃଦ୍ଧି କରିବାକୁ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଯୋଜନା କରାଯାଇଛି। ଜନସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ରୁ କିଛି ପରିମାଣର ଗହମ ଏବଂ ଚାଉଳ ବଦଳରେ ମିଲେଟ ଉତ୍ପାଦନର ତିନିଗୁଣା ୨ ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ସରକାର ଏହି ଆର୍ଥିକ!-->…
Read More...
Read More...
ମିଲେଟ ଚାଷୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ନିଆରା ପ୍ରୟାସ
ମିଲେଟ ଚାଷୀଙ୍କୁ ଆୟରେ ଉନ୍ନତି ଓ ଜୀବିକା ସହାୟତା ଯୋଗାଇବା ପାଇଁ ଓଡିଶା ୨୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଛି । ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି । ଗତ ୯ ଓ ୧୦ ରେ ହୋଇଥିବା ମିଲେଟ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡିଶା ହେଉଛି ପ୍ରଥମ!-->…
Read More...
Read More...
ଚାଷୀଙ୍କ ପାଇଁ ପୁଣି ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ପିଏମ୍ କିଷାନ ସମାନ ନିଧି ଯୋଜନାର ୧୫ତମ କିସ୍ତି ଜାରି କରିଛନ୍ତି। ସେ ଏହି କିସ୍ତି ମାଧ୍ୟମରେ ଦେଶର କ୍ଷୁଦ୍ର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଝାଡ଼ଖଣ୍ଡର ଖୁଣ୍ଟିରୁ ଚାଷୀଙ୍କ ପାଇଁ କିସ୍ତି ଜାରି କରି ଡିବିଟି (ଡାଇରେକ୍ଟ ବେନିଫିଟ!-->…
Read More...
Read More...
ସଫଳତାର ସହ ଶେଷ ହେଲା ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ
ଭୁବନେଶ୍ୱରରେ ହୋଇଥିବା ସର୍ବ ପ୍ରଥମ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ ଏକ ପରିବର୍ତ୍ତନଶୀଳ ଘଟଣାର ସାକ୍ଷୀ ହୋଇରହିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ "ମିଲେଟସ୍ - ଆଧୁନିକ ଚ୍ୟାଲେଞ୍ଜ ପାଇଁ ପ୍ରାଚୀନ ଶସ୍ୟ" ମିଲେଟସ!-->…
Read More...
Read More...
ନଭେମ୍ବର ୧୯ରୁ ଦେବଗଡ଼ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ମତ୍ସ୍ୟ ଓ ପ୍ରାଣୀସମ୍ପଦ ସାଂପ୍ରତିକ ସମୟରେ ଏକ ବଡ ଆହ୍ବାନ । ଅଧୁନା ଅନେକ ଚାଷୀ ତଥା ଯୁବ ଉଦ୍ୟୋଗୀ ଏହାକୁ ସାଥ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୯ ଓ ୨୦ ନଭେମ୍ବର ରେ ଦେବଗଡ଼ ଜିଲ୍ଲାର ପ୍ରଧନପାଟ ଗ୍ରାମରେ ଥିବା ବଡ଼ ବଗିଚା ପଡ଼ିଆରେ ଜିଲ୍ଲାସ୍ତରୀୟ!-->…
Read More...
Read More...
ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡ଼ିଶା ପାଭିଲିୟନ ଉଦଘାଟିତ
ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୧୪ ରେ ଆରମ୍ଭ ହୋଇଥିବା ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଆସନ୍ତା ୨୭ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଓଡିଶା ପାଭିଲିୟନକୁ ଓଡିଶାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି । ଚଳିତ ବର୍ଷ!-->!-->!-->…
Read More...
Read More...
ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ଫସଲ ପରିଚାଳନା ପରାମର୍ଶ
ଲଘୁଚାପ ଏବଂ ତତଜନିତ ଅଦିନିଆ ବର୍ଷା ହେବାର ସମ୍ଭାବନା ଯୋଗୁ ଫସଲ ପରିଚାଳନା କିମ୍ବା ସୁରକ୍ଷା ସଂପର୍କରେ, ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ, ବିଭାଗୀୟ ଅଧିକାରୀ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ଓୟୁଏଟିର ବୈଜ୍ଞାନିକ ମାନଙ୍କ ସହିତ ମିଶି ଏକ ଜରୁରୀକାଳୀନ ବୈଠକ ଡାକି ଚାଷୀମାନଂକୁ!-->…
Read More...
Read More...
କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ
ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବା ସହ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ର ମୁଖ୍ୟବନ୍ଧ ବିଭାଗ,!-->…
Read More...
Read More...
ସମ୍ମାନିତ ହେଲେ ୩୦ ଟି ଶ୍ରେଷ୍ଠ ମିଶନ ଶକ୍ତି ମହିଳା ଗୋଷ୍ଠୀ
ଦୁଇ ଦିନ ଧରି ଚାଲୁଥିବା ଆନ୍ତର୍ଜତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ରେ, ଦ୍ୱିତୀୟ ଦିନରେ, "SHG ନେତୃତ୍ୱାଧୀନ ମିଲେଟ୍ ଆଧାରିତ ଉଦ୍ୟୋଗୀ" ଉପରେ ଅଧିବେଶନରେ 1500 ରୁ ଅଧିକ ମିଶନ୍ ଶକ୍ତିର ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଅଧିବେଶନ ସମୟରେ ମିଶନ ଶକ୍ତି, ମହିଳା ଏବଂ!-->…
Read More...
Read More...
ପୋଟଳ ଚାଷ କରି ଲକ୍ଷପତି ହେଲେ ଚାଷୀ
ଋତୁ ପରିବର୍ତ୍ତନ ହୋଇ ଶୀତ ଋତୁ ହୋଇଛି । ମୁଖ୍ୟତଃ ଧାନ ଚାଷ ହେବା ପରେ ଏହି ସମୟରେ ଅମଳ ହୋଇଥାଏ ଏବଂ ଚାଷୀମାନେ ଚାଷ ଜମିକୁ ପଡିଆ ନ ପକାଇ ଅନ୍ୟ ଚାଷ ମଧ୍ୟ କରିଥାନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାର ବୁଡ଼ାବାହାଲ ଗ୍ରାମ ର ଚାଷୀ ମାନେ ୬୦ ଏକର ଚାଷ ଜମିକୁ ପଡିଆ ନ ପକାଇ ପୋଟଳ ଚାଷ କରିବାର!-->…
Read More...
Read More...