Browsing Category

କୃଷି ଖବର (Agriculture news)

ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ

ହାଇଦ୍ରାବାଦରେ ହେଇଥିବା ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଅଲ୍ କନଭେନସନ୍ (INCC) 5.0 ସମୟରେ ଓଡିଶା 'ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ' ଭାବରେ 'ପୋଶକ୍ ଆନାଜ୍ ପୁରସ୍କାର ୨୦୨୩' ପାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର ମୁଖ୍ୟ ଶାସନ ସଚିବ, ଡ. ଅରବିନ୍ଦ କୁମାର…
Read More...

ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଏଲ କନଭେନସନ୍ (INCC) ୫.୦ ଅନୁଷ୍ଠିତ

ଗତ କିଛି ଦିନ ପୂର୍ବେ ୯-୧୦ ନଭେମ୍ବର ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମିଲେଟ ମିଶନ ହୋଇଥିଲା । ସେଥିରେ ବହୁ ଚାଷୀ, ସ୍କୁଲ ଛାତ୍ର ଛାତ୍ରୀ, ମିଶନ ଶକ୍ତି ମହିଳା, ସ୍ଵଂୟ ସହାୟକ ଗୋଷ୍ଠୀ, ମାନ୍ୟବର ମନ୍ତ୍ରୀଗଣ ଏବଂ ବିଭିନ୍ନ ବେପାରୀ ମାନେ ଯୋଗଦେଇଥିଲେ । ସେଠାରେ ମିଲେଟକୁ…
Read More...

ବାଣିଜ୍ଯ ମେଳା ରେ ଓଡିଶା ପୁରସ୍କୃତ

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଗତ ୧୪ - ୨୭ ନଭେମ୍ବର ପର୍ଯ୍ୟନ୍ତ ହୋଇଥିଲା । ସେଥିରେ ଓଡିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଥିଲା । ଓଡ଼ିଶାର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍, ଯଥା - ମିଶନ ଶକ୍ତି,…
Read More...

ଚାଷ ଜମିରେ ମହକ ବୁଣୁଛି ମାଣ୍ଡିଆ

ଏକ ପାରମ୍ପରିକ ପୁଷ୍ଟିଶସ୍ୟ ବା ଆଦିବାସୀଙ୍କ ଖାଦ୍ୟ ମିଲେଟ ଏବେ ଏକ ସୁନ୍ଦର ମଡେଲ ଭାବେ ମାର୍କେଟ ରେ ଉପଲବ୍ଧ ହେଉଛି । ଏଥିରେ ପୋଷକତତ୍ତ୍ଵ ଅଧିକ ଥିବାରୁ ଛୋଟଠାରୁ ବୁଢ଼ା ଯାଏ ସମସ୍ତେ ଖାଇବା ଯୋଗ୍ୟ ହେଇଛି । ସମସ୍ତେ ପସନ୍ଦ କରୁଥିବାରୁ , ତାହାର ଚାହିଦା ବଢ଼ିବାରେ ଲାଗିଛି । ତା'ର…
Read More...

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନା

ମକାରେ ପ୍ରଚୁର ପରିମାଣର ଭିଟାମିନ , ମିନେରାଲସ ଓ ଅନ୍ୟାନ୍ୟ ଉପକାରୀ ପୋଷକତତ୍ତ୍ଵ ରହିଛି ଯାହା ଆମର ସୁସ୍ଥ ଶରୀର ଗଠନରେ ସାହାର୍ଯ୍ୟ କରିଥାଏ । ଯଥା : ଡାଏଟରୀ ଫାଇବର ରହିଛି ଯାହା ପାଚନ କ୍ରିୟାକୁ ବଢ଼ାଏ ଓ ପେଟ ସମସ୍ୟାରୁ ରକ୍ଷା କରେ ଏବଂ ଭିଟାମିନ୍ ବି-୧୨ , ଆଇରନ୍ ଓ ଫଲିକ୍ ଏସିଡ଼…
Read More...

ରାୟଗଡାର ପାହାଡିଆ ଇଲାକାରେ ଷ୍ଟ୍ରବେରୀ ଚାଷ

କୃଷକମାନେ ସାଧାରଣତ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଧାନ ରୋପଣ କରନ୍ତି, ସେମାନେ ନଭେମ୍ବରରେ କିପରି ଷ୍ଟ୍ରବେରୀ ଚାଷ କରିବେ ସେ ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅନେକ କୃଷକ ସରକାରଙ୍କ ତରଫରୁ ଷ୍ଟ୍ରବେରୀ ଚାଷ ରେ ଲାଗିଛନ୍ତି । ସପୁରି , ଅଦା, କଦଳୀ, ପଣସକୁ ପରମ୍ପରା ଚାଷ ଭାବେ ଚାଷ…
Read More...

ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ

ବିଶ୍ୱ ମତ୍ସ୍ୟଜୀବୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଶକ୍ତିକରଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଆରମ୍ଭ କରିଥିଲେ। ଏହି ଆର୍ଥିକ ବର୍ଷରେ ଖର୍ଚ୍ଚ ହେବାକୁ ଥିବା ୧୬ଟି କାର୍ଯ୍ୟକ୍ରମ ଯୋଜନା ପାଇଁ ରାଜ୍ୟ ସରକାର ୪୪୮…
Read More...