Browsing Category
କୃଷି ଖବର (Agriculture news)
ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ – ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଝଲକ୍
ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତବ୍ୟ ପଥରେ ଗଢାହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନିତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ସାରା ବିଶ୍ଵ ଦେଖିବ!-->…
Read More...
Read More...
ଫସଲ ବିବିଧିକରଣର ଉପାଦେୟତା
ଫସଲ ବିବିଧିକରଣ ଓଡିଶାରେ ଧାନ ଫସଲ ସହ ମିଲେଟ, ଡାଲି, ତୈଳବୀଜ ଏବଂ ଉଦ୍ୟାନ କୃଷି ପରି ଫସଲର ଚାଷକୁ ମଧ୍ୟ ପ୍ରୋତ୍ସାହିତ କରେ । ଏହା କେବଳ କୃଷକଙ୍କ ଆୟ ବୃଦ୍ଧି କରେ ନାହିଁ ବରଂ ମାଟିର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣି ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରେ । ଏହା ମନୁଷ୍ୟ ଏବଂ ପଶୁମାନଙ୍କ!-->…
Read More...
Read More...
ପାରାକ୍ୱାଟର ସମ୍ପୂର୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ
ବିଷାକ୍ତ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ଦ୍ରବ୍ୟଗୁଡ଼ିକର ବିକ୍ରିକୁ ସମ୍ପୂର୍ଣ ରୂପେ ନିଶିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କେନ୍ଦ୍ର ସରକାରଙ୍କୁ ଚିଠି!-->…
Read More...
Read More...
ଚାଷୀଙ୍କ ସ୍ବପ୍ନ ସାକାର କରିବ ସୁକ୍ତେଲ
ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍ତେଲ ପ୍ରକଳ୍ପ କାର୍ଯକାରୀ ହେବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହା ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର!-->…
Read More...
Read More...
‘Electronic soil’ that enhances crop growth developed by scientists
Scientists have developed an electrically conductive "soil" which they say can lead to 50 per cent more growth of barley seedlings on average in 15 days. This soilless cultivation method, known as hydroponics, uses a root system that is!-->…
Read More...
Read More...
କିଛି କଥା ପୁରୁଣା ବର୍ଷର
ମାସ ପରେ ମାସ ଆସେ , ଠିକ୍ ସେମିତି ବର୍ଷ ପରେ ବର୍ଷ। ଏହା ତ ସଂସାରର ନିୟମ । ଏହାରି ଭିତରେ ଆମେ ପୁରୁଣା ବର୍ଷକୁ ବିଦାୟ ନେଇ ନୂଆ ବର୍ଷ କୁ ସ୍ଵାଗତ କରୁ। ପୁରୁଣା ବର୍ଷର ଅନେକ କିଛି ଆମ ସ୍ମୃତି ହୋଇ ରହେ। ଆଉ ଏହାକୁ ସାଥ କରି ନୂଆ ବର୍ଷରେ ଆଉ କିଛି ନୂଆ କରିବାକୁ ସଂକଳ୍ପ ନେଉ।!-->…
Read More...
Read More...
ଉଦ୍ୟାନ କୃଷିଜାତ ଦ୍ରବ୍ୟର ସୁରକ୍ଷା ପାଇଁ କୃଷି ମନ୍ତ୍ରୀଙ୍କ ପରାମର୍ଶ
ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା-ପନିପରିବା ଆଦି ସାଇତି ରଖିବା ପାଇଁ ସୌରଚାଳିତ ଶୀତଳ ଗୃହ ସ୍ଥାପନର ସମୀକ୍ଷା ବୈଠକରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଧ୍ୟକ୍ଷତା କରିଛନ୍ତି ।
ସେ ତାଙ୍କ ବକ୍ତବ୍ୟରେ , ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ!-->!-->!-->…
Read More...
Read More...
ଓଡ଼ିଶାରେ ଷ୍ଟ୍ରବେରି ଚାଷର ସଫଳ କାହାଣୀ
ଓଡିଶାର ନୁଆପଡା ଜିଲ୍ଲାର ସୁନାବେଡା ମାଳଭୂମିରୁ ଏକ ବିଶେଷ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ (PVTG) ଭାବରେ ବିବେଚନା କରାଯାଉଥିବା ଚୁକିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିକାଂଶ କୃଷକଙ୍କ ପରି ୪୦ ବର୍ଷିୟ କାଳିରାମ ସୁଆର ମଧ୍ୟ ଚାଷ ମାଧ୍ୟମରେ ରୋଜଗାର ପାଇଁ ସଂଘର୍ଷ କରିଆସୁଥିଲେ। ଦୁଇ ବର୍ଷ!-->…
Read More...
Read More...
ମିଲେଟ ମିଶନ ଅଧୀନରେ କନ୍ଧମାଳରେ ଫସଲ କଟା ପରୀକ୍ଷଣ ସ୍ଥାପନ
ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଏବଂ ଲକ୍ଷ୍ୟସ୍ଥଳରେ ମିଲେଟ ଚାଷକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଓଡିଶାର ମିଲେଟସ୍ ମିଶନ ଅଧୀନରେ ଫସଲ କାଟିବା ପରୀକ୍ଷଣ କନ୍ଧମାଳ ର ଖଜୁରିପଡା ଏବଂ ଡାରିଙ୍ଗବାଡି ବ୍ଲକରେ ସଫଳତାର ସହିତ କରାଯାଇଛି ।
Read More...
Read More...
କୃଷି ବିଭାଗର ଦକ୍ଷତା ବିକାଶ ଅଭିଯାନ ଅନୁଷ୍ଠିତ
କୃଷି ବିଭାଗର ଦକ୍ଷତା ବିକାଶ ଅଭିଯାନର ଏକ ଅଂଶ ଭାବରେ, କୋରାପୁଟର ଏକ କୃଷକ କୃଷି ଭବନ ପରିଦର୍ଶନ କରି ବିଭିନ୍ନ କୃଷି ପ୍ରଣାଳୀ ବିଷୟରେ ଜାଣିବାକୁ ପାଇଛନ୍ତି । ଆଧୁନିକ ପଦ୍ଧତି ଏବଂ ସରକାରୀ ପଦକ୍ଷେପଗୁଡ଼ିକର ପରିଚୟ ଦେଇ କୃଷକଙ୍କ ଜ୍ଞାନ ଏବଂ ଆୟ ବୃଦ୍ଧି କରିବାକୁ ଏହାର ଲକ୍ଷ୍ୟ ରହିଛି ।!-->…
Read More...
Read More...