ବିନା ପ୍ରେସକ୍ରିପସନ୍ ରେ ପରାକ୍ୱାଟ ପ୍ରୟୋଗ ମନା

ଜନ ନିରାପତ୍ତାକୁ ଏବଂ ରାସାୟନିକ କୀଟନାଶକକୁ ଦୃଷ୍ଟିରେ ରଖି, ମାନବ ସ୍ୱାସ୍ଥ୍ୟ ଏବଂ ପ୍ରାଣୀ ଉପରେ ପ୍ରତିକୂଳ ପ୍ରଭାବର ବିଭିନ୍ନ ଉତ୍ସରୁ ମତାମତ ଗ୍ରହଣ କରିବା ପରେ, ରାଜ୍ୟ ସରକାର, କୀଟନାଶକ ଅଧିନିୟମ ୧୯୬୮, ଧାରା 27 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗରେ ୱିଡିସାଇଡ ବା
Read More...

ମୁଖ୍ୟମନ୍ତ୍ରୀ ମକା ମିଶନର ସମୀକ୍ଷା କଲେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ

ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ର ମକା ମିସନ। ଏହା ପରେ ରାଜ୍ୟରେ ମକା ଉତ୍ପାଦନ କ୍ଷେତ୍ରରେ ୫୧ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନ‌ଭେମ୍ବର ଶେଷ ସୁଦ୍ଧା ଏଫପିଓ
Read More...

କୃଷି ଋଣ ପ୍ରଦାନ ପ୍ରସଙ୍ଗରେ ସଂସଦ ରେ ଉଠିଲା ପ୍ରଶ୍ନ

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସହ ମୁଜିବୁଲ୍ଲା ଖାନ ରାଜ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଆବଶ୍ୟକୀୟ ଓ ସଠିକ ସମୟରେ କୃଷି ଋଣ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ କି ବୋଲି ରାଜ୍ୟସଭାରେ ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରାୟତ
Read More...

ମିଲେଟ ମିଶନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ

ନଭେମ୍ବର ୨୮ ରେ ହାଇଦ୍ରାବାଦରେ ହେଇଥିବା ଅନ୍ତର୍ଜାତୀୟ ନ୍ୟୁଟ୍ରି-ସିରିଏଲ କନଭେନସନ୍ ୫.୦ ରେ ଓଡ଼ିଶା 'ମିଲେଟ୍ ପ୍ରମୋସନ୍ ପାଇଁ ଗ୍ଲୋବାଲ୍ ମଡେଲ୍' ଭାବରେ ମାନ୍ୟତା ପାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର
Read More...

ବିଶ୍ବ ମୃତ୍ତିକା ଦିବସ ର ମହତ୍ତ୍ଵ

ଆଜି ହେଉଛି ବିଶ୍ବ ମୃତ୍ତିକା ଦିବସ । ପ୍ରତିବର୍ଷ ୫ ଡିସେମ୍ବରରେ ଏହା ପାଳନ ହୋଇଥାଏ | ସୁସ୍ଥ ମୃତ୍ତିକାର ଗୁରୁତ୍ବ ଉପରେ ଧ୍ୟାନ ଦେବା ଏବଂ ମୃତ୍ତିକା ସମ୍ପଦର ନିରନ୍ଧର ପରିଚାଳନା କରିବା ଏହାର ଉଦେଶ୍ୟ । ଆଜିର ବିଷୟବସ୍ତୁ ହେଉଛି "ମୃତ୍ତିକା ଏବଂ ଜଳ - ଜୀବନର ଉତ୍ସ" । ତେଣୁ ପୃଥିବୀରେ
Read More...

ବିନା ପ୍ରେସ୍‌କ୍ରିପ୍‌ସନ୍ ରେ କୀଟନାଶକ ବ୍ୟବହାର ମନା

ଚାଷରେ ମନଇଚ୍ଛା କୀଟନାଶକ ବ୍ୟବହାରରେ ଲାଗିବ କଟକଣା। କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୁନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍‌କ୍ରିପ୍‌ସନ୍ ବିନା କୀଟନାଶକର କ୍ରୟ-ବିକ୍ରୟ ହୋଇପାରିବନାହିଁ । ଯେଉଁ କୀଟନାଶକ ଦୋକାନ କିମ୍ବା ଡିଲରମାନେ ଏହାର ଉଲଂଘନ କରିବେ, ସେମାନଙ୍କ
Read More...

କଳାମାଟିରେ ମହକୁଛି ଧଳା ସୁନା

କଳାହାଣ୍ଡି କପାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର ଓ କୋକସରା ବ୍ଲକକୁ ବାଦ୍ ଦେଲେ ଅନ୍ୟ ୧୦ଟି ବ୍ଲକରେ କପାଚାଷ ହୋଇଥାଏ । ବିଶେଷକରି ଭବାନୀପାଟଣା, କେସିଙ୍ଗା ଏବଂ ଗୋଲାମୁଣ୍ଡା ଭଳି ଅନ୍ୟ ବ୍ଲକମାନଙ୍କରେ କଳା
Read More...

ହଳଦୀପତ୍ରରେ ମହକୁଛି ରାଜଧାନୀ

ଆସନ୍ତା କାଲି ହେଉଛି ପ୍ରଥମାଷ୍ଟମୀ । ଏହା ଘରେ ଘରେ ପାଳନ ହେବା ସହ ପିଠା ପଣା ଇତ୍ୟାଦିରେ ଘର ମହକି ଉଠେ । ଖାସ୍ କରି ଏଣ୍ଡୁରି ପିଠା ଏହି ପର୍ବରେ କରାଯାଇଥାଏ। ଏହା ସାଧାରତଃ ହଳଦୀ ପତ୍ର ରେ ତିଆରି କରାଯାଇଥାଏ। ସେଥିପାଇଁ ବଜାରରେ ହଳଦୀ ପତ୍ର ର ବେପାର ଆରମ୍ଭ ହେଲାଣି । ଦେଖିବାକୁ ଗଲେ
Read More...

ଆସନ୍ତା ସମ୍ଭାବ୍ୟ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ଯଥା :- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ କେତେକ ଜିଲ୍ଲାରେ
Read More...

ମନମୋହୁଛି ଶିମିଳିପାଳର ଦୁର୍ଲଭ ଅର୍କିଡ୍

ଅର୍କିଡ୍ ହେଉଛି ଏକପ୍ରକାର ଲତା ପ୍ରଜାତିର ଗଛ। ଓଡ଼ିଶାରେ ଏହା ମଦାଙ୍ଗ ବା ମଲାଙ୍ଗ ଭାବେ ପରିଚିତ। ଏହା ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଏହି ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହି ଫୁଲ ଥରେ ଫୁଟିଲେ, ମାସେ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ
Read More...