ମାଣ୍ଡିଆର ପ୍ରକ୍ରିୟାକରଣ ସମ୍ବନ୍ଧରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କଲେ ମୀରା ପରିଡ଼ା

ସଖା ଏନଜିଓର ସଭାପତି ତଥା ସହ-ପ୍ରତିଷ୍ଠାତା ମୀରା ପରିଡ଼ା, କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସାକ୍ଷାତ କରି ମିଲେଟର ମୂଲ୍ୟ ଶୃଙ୍ଖଳରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ସହଯୋଗ କରିବାକୁ ସମ୍ଭାବ୍ୟ କ୍ଷେତ୍ର ବିଷୟରେ ଆଲୋଚନା
Read More...

ସବୁଜ ମିଶନର ସଫଳ ବିନ୍ଧାଣୀ

ସବୁଜ ମିଶନର ସଫଳ ବିନ୍ଧାଣୀ ଭାବରେ ପରିଚିତ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ । ତାଙ୍କ ଦ୍ବାରା “ମିଶନ୍‍ ସବୁଜ କୋରେଇ” ଅଭିଯାନରେ ବଢେଇଜଳନ୍ଦା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷରେ ଜଳନ୍ଦା, ହଟପୁର
Read More...

ମୁଖ୍ୟମନ୍ତ୍ରୀ ମକା ଯୋଜନା ମାଧ୍ୟମରେ ଚାଷୀ ହେଉଛନ୍ତି ସଫଳ

ଗଜପତି ଜିଲ୍ଲାର ମୋହନ ଅଞ୍ଚଳର ମହିଳା ଚାଷୀମାନେ ମକା ଚାଷ କରି ସଫଳ ହୋଇପାରିଛନ୍ତି । ୨୦୨୩ରେ ଆରମ୍ଭ ହୋଇଥିବା ମଦର ଟେରେସା ମହିଳା ସଙ୍ଘର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ମକା ଯୋଜନା ଅଧୀନରେ ୨୦୦ ଏକର ଜମିରେ ମକା ଚାଷ କରି ପାଖାପାଖି ଦୁଇ ଶହ ପ୍ୟାକେଟ ମକା ବଜାରକୁ ପଠାଇସାରିଛନ୍ତି । ଏହି
Read More...

ମାଛଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାର ଗୁରୁତ୍ବପୂର୍ଣ୍ଣ ସୂଚନା

ଏହି ଯୋଜନା ମାଧ୍ୟମରେ ୬୦୦୦ ମାଛଚାଷୀ ଉପକୃତ ହେବା ସହ ୟୁନିଟ୍ ମୂଲ୍ୟ ହିସାବରେ ପ୍ରତି ହେକ୍ଟର ବାବଦକୁ ୧.୫୦ ଲକ୍ଷ୍ୟ ଟଙ୍କା ରୁ ୪.୦୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ । ଉପାଦାନ ୧ : ୧୦୦୦ ହେକ୍ଟର ନୂତନ ଟ୍ୟାଙ୍କ ଖନନ ପାଇଁ ପ୍ରତି ହେକ୍ଟର ବାବଦକୁ ୧୧ ଲକ୍ଷ ଟଙ୍କା (୭
Read More...

କୃଷି ଓଡ଼ିଶା ସମୟରେ ଏକ ଭିନ୍ନ ପ୍ରୟାସ ମାଧ୍ୟମରେ ବିଗତ ଦିନର ସ୍ମୃତିକୁ ଜାଗ୍ରତ କରିଥିଲା ‘ଡ଼ାକ୍…

ପ୍ରଯୁକ୍ତିବିଦ୍ୟା ଓ ଟେକ୍ନୋଲୋଜୀର ଚମତ୍କାରିତାର ଜ୍ଵଳନ୍ତ ଉଦାହରଣ ତ ଆଜି ସମସ୍ତଙ୍କ ହାତର ଶୋଭା ସାଜିଛି ; ଯାହାର ନାମ ହେଉଛି 'ସ୍ମାର୍ଟ୍ ଫୋନ୍'। କିନ୍ତୁ ଏହି ସ୍ମାର୍ଟ୍ ଫୋନ୍ ର ଅନ୍ଧାରୀ ଦୁନିଆରେ ମଣିଷ ହୃଦୟର ପ୍ରକୃତ ଭାବନା କେଉଁଠି ଉଭେଇଗଗଲାଣି । ଇ ମେଲ୍ , ଏସ୍ଏମ୍ଏସ୍ ର ଦୁନିଆରେ
Read More...

ପାଣିପାଗ ପୂର୍ବାନୁମାନ କୃଷକଙ୍କ ଆୟ ବଢ଼ାଇବାରେ ସହାୟକ ହୋଇଛି

ଦେଶ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୂଲ୍ୟବାନ ସେବା ଯୋଗାଇ ଆସୁଛି । ଆଇଏମଡି ଦ୍ବାରା ଜାରି କରାଯାଉଥିବା ପୂର୍ବାନୁମାନ ଯୋଗୁ କୃଷକଙ୍କ ଆୟ ବୃଦ୍ଧି ହୋଇପାରୁଛି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି । ଆଇଏମଡିର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ଭାରତର ମୁଖ୍ୟଧାରାର
Read More...

ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଚାଷୀମାନଙ୍କୁ ଶୁଭେଚ୍ଛା

ମାଘ ମାସର ପ୍ରଥମ ଦିନଟି ସାରା ଭାରତରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିକୁ ସ୍ପର୍ଶ କରନ୍ତି । କ୍ରମଶଃ ଦିନ ବଡ଼ ହୁଏ ଏବଂ ରାତି ଛୋଟ ହେବାକୁ ଆରମ୍ଭ କରେ । ଉତ୍ତର ଭାରତୀୟ ରାଜ୍ୟରେ ମକର ସଂକ୍ରାନ୍ତି ଏବଂ ଲୋହରୀ ଭାବରେ ସୂର୍ଯ୍ୟଙ୍କ ପ୍ରବେଶ
Read More...

ରାଜ୍ୟରେ ନାରୀ ମାନଙ୍କର କୃଷି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ – ରାଜ୍ୟପାଳ

ଚାଷ, ପଶୁପାଳନ, ମତ୍ସ୍ୟପାଳନ ଆଦି ଜୀବନଜୀବିକା ର ପ୍ରମୁଖ ଆଧାର । ଗତ କିଛିବର୍ଷରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ଓଡ଼ିଶା ୬ଥର କେନ୍ଦ୍ର ସରକାରଙ୍କ ଠାରୁ 'କୃଷି କର୍ମଣ ପୁରସ୍କାର' ପାଇଛି । ରାଜ୍ୟରେ ନାରୀ ମାନଙ୍କର ମଧ୍ୟ ଏ କ୍ଷେତ୍ରରେ ଅବଦାନ ଅଧିକ ବୋଲି 'କୃଷି ଓଡ଼ିଶା ୨୦୨୪'ର
Read More...

କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଙ୍କ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଷ୍ଟଲ ପରିଦର୍ଶନ

କୃଷି ଓଡ଼ିଶା ୨୦୨୪ ର ପରିଭ୍ରମଣ ସମୟରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାର ନିର୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଓ ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ରୋହିତ ଲେଙ୍କା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ର ଷ୍ଟଲ ପରିଦର୍ଶନ କରିଥିଲେ
Read More...