ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ ଧାନ ଫସଲର ପରିଚାଳନା

ରାଜ୍ୟର ଅତି ନିକଟରେ ସୃଷ୍ଟି ହେଉଥିବା ବାତ୍ୟା ଓ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ରହିଛି, ଏହା ଦ୍ଵାରା ଧାନ ଫସଲରେ ଅନେକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ବର୍ଷା ଆରମ୍ଭ ପୂର୍ବରୁ ଧାନ କେଣ୍ଡା ୮୫ ଭାଗ ପଚିଯାଇଥିବ ସହଳ କିସମ ଧାନକୁ ତୁରନ୍ତ କାଟି ନେଇ
Read More...

ମିଶନ ଶକ୍ତି ସହାୟତାରେ ମିଲେଟ ଜାତୀୟ ଖାଦ୍ୟ ଉତ୍ପାଦନ ଓ ମୂଲ୍ୟ ବୃଦ୍ଧି

ମିଶନ ଶକ୍ତି ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା, ଯେଉଁଥିରୁ ଲକ୍ଷ ଲକ୍ଷ ମହିଳାମାନେ ଉପକୃତ ହେଉଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା। ମିଶନ ଶକ୍ତିର ମହିଳାମାନଙ୍କୁ ପେନ୍‌ସନ୍‌ ଭତ୍ତା ଲାଗୁ କରିବା ପାଇଁ
Read More...

ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଆୟ ବୃଦ୍ଧି

ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଚିହ୍ନିତ ଏକ ପ୍ରମୁଖ ବିକାଶମୂଳକ ପଦକ୍ଷେପ। ଏହା ଜଣାଶୁଣା ଯେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ। ଏହିପରି, ମହିଳାମାନଙ୍କୁ ସ୍ୱାଧୀନ ଭାବରେ ରୋଜଗାର ଏବଂ ଆୟ ପାଇବାକୁ
Read More...

କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୧୦୦ ଦିନର ବିକାଶ

କେନ୍ଦ୍ର ସରକାରଙ୍କ ତୃତୀୟ ପିଢ଼ି ଏବଂ ଓଡ଼ିଶା ସରକାରଙ୍କ ୧୦୦ ଦିନ ମଧ୍ୟରେ ନିଜର ସଂକଳ୍ପ ପୁରା କରିବାରେ ଲାଗିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନେକ ଯୋଜନା ପ୍ରଣୟନ କରାଯାଇଛି। ଏହା ସହ ବାସୁମତି ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟକୁ ହଟାଇ
Read More...

ଧାନ କିଣା ସମୟର ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ରାଜ୍ୟ ସରକାର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଠାରୁ ଖରିଫ ଧାନ କିଣିବେ। ପୂର୍ବ ଘୋଷିତ ମୂଲ୍ୟ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। କିପରି ସରକାର ସୁଚାରୁରୂପେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ସେମାନଙ୍କ ଉଚିତ୍ ମୂଲ୍ୟ ସହଜରେ ପାଇପାରିବେ ସେଥିପ୍ରତି ଅଧିକ
Read More...

ଚାଷୀ ଘରର ନିଆରା ପରମ୍ପରା ଗର୍ଭଣା ସଂକ୍ରାନ୍ତି

ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ। ଏହି ସମୟରେ
Read More...

ଧାନ ଫସଲର ପତ୍ରାଚ୍ଛଦ ପୋଡ଼ା ରୋଗ ପରିଚାଳନା

ସାଧାରଣତଃ ଏହି ଋତୁରେ ଧାନ ଫସଲର ପତ୍ରାଚ୍ଛଦ ପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଥାଏ। ଏହି ରୋଗ କାଣ୍ଡର ଜଳ ସଲଗ୍ନ ଅଂଶରୁ ଆରମ୍ଭ ହୋଇଥାଏ। ଧୂଷର-ସବୁଜ ବର୍ଣ୍ଣର ପାଣିଚିଆ, ଛୋଟ ଛୋଟ ଦାଗ ମାନ ପତ୍ରଛଦରେ ଦେଖାଯାଏ। ଏହା କ୍ରମଶଃ ଉପର ପତ୍ରାଛାଦ ଆଡ଼କୁ ଅଗ୍ରସର
Read More...