୧୪ ଖରିଫ ଫସଲର ଏମଏସପି ଅନୁମୋଦିତ, ଧାନ କ୍ବିଣ୍ଟାଲ ପିଛା ୨,୩୦୦ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଅନୁମୋଦନ
Read More...

ମହିଳାଙ୍କ ପସନ୍ଦରେ ପ୍ରସ୍ତୁତ ହେଉଛି କୃଷି ଯନ୍ତ୍ରପାତି

ବର୍ତ୍ତମାନ ଆବିଷ୍କୃତ ହୋଇଥିବା ଲିଙ୍ଗ ଅନୁକୂଳ ଯନ୍ତ୍ରପାତି ଦ୍ଵାରା ମହିଳାମାନେ ନିଜ ପାଇଁ କିଛି ସମୟ ବିତେଇବାର ସୁଯୋଗ ପାଇପାରିଛନ୍ତି। ଏହି ଯନ୍ତ୍ରପାତି ସାଧାରଣତଃ ମହିଳା ମାନଙ୍କ ସୁବିଧା ପାଇଁ ଆବିଷ୍କୃତ ହୋଇଥିବା ବେଳେ ଏହାର ମୂଳ ଆଭିମୁଖ୍ୟ ହେଲା ରାଜ୍ୟର ମାଣ୍ଡିଆ ଚାଷୀଙ୍କୁ
Read More...

ବିଶ୍ଵ ବଜାରରେ ମହକିବ ସ୍ୱାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ମହିଳାମାନେ ବର୍ତ୍ତମାନ ହଳଦୀ ଚାଷକୁ ଆପଣେଇ ସ୍ବାବଲମ୍ବୀ ହେବାରେ ଲାଗିଛନ୍ତି। ସେମାନେ ସେହି ସ୍ୱାଭିମାନ ଅଞ୍ଚଳର ହଳଦୀକୁ ବିଶ୍ଵ ବଜାରରେ ସ୍ଥାନ ଦେବାରେ ପ୍ରୟାସ ଜାରି ରଖିଛନ୍ତି। ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳ ପୂର୍ବରୁ ମାଓଗଡ ଏଵଂ
Read More...

ମା ‘ ଭଉଣୀମାନେ କୃଷିର ମୁଖ୍ୟ ସାରଥୀ – ମୁଖ୍ଯମନ୍ତ୍ରୀ

ଆଜି କୃଷିର ଶ୍ରେଷ୍ଠ ପରିଚୟ ସୃଷ୍ଟି କରିବା କେବଳ ମହିଳାଙ୍କ ପାଇଁ ସମ୍ଭବ ହୋଇପାରୁଛି। କୃଷି ପାଇଁ ସେମାନଙ୍କ ଅବଦାନ ଅବର୍ଣ୍ଣନୀୟ। ମାନ୍ୟବର ପ୍ରଧାମନ୍ତ୍ରୀ ବାରଣାସୀରେ ଅନୁଷ୍ଠିତ ହୋଇଥିବା କୃଷକ ସମ୍ମାନ ସମ୍ମିଳନୀରେ ବିଶେଷ କରି ଆଜିର ମହିଳା ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ତାଙ୍କୁ
Read More...

ଷ୍ଟ୍ରବେରୀ ଚାଷର ମଙ୍ଗ ଧରିଛନ୍ତି ଆଦିବାସୀ ମହିଳା

କନ୍ଧମାଳ ଜିଲ୍ଲାର ବେରତାକିଆ ଗାଁର ଚନ୍ଦ୍ରମା ପ୍ରଧାନ ନାମକ ଜଣେ ମହିଳା ଷ୍ଟ୍ରବେରୀ ଚାଷ କରି ଏବେ ଏକ ମୁଖ୍ୟ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଚାଷ କରି ଚନ୍ଦ୍ରମା ପ୍ରଧାନ ନିଜର ଭରଣ ପୋଷଣ କରିବା ସହ ଅନ୍ୟ କିଛି ମହିଳାଙ୍କ ପରିବାରକୁ ମଧ୍ୟ ରୋଜଗାରକ୍ଷମ
Read More...

ମାଣ୍ଡିଆ ଚାଷ ପାଇଁ ଶୁଖିଲା ଏବଂ କାଦୁଆ ତଳିଘେରାର ପ୍ରସ୍ତୁତି

ଅତି ପୁରାତନ କାଳରୁ “ମାଣ୍ଡିଆ” ଗାଁ ଗହଳି ତଥା ପରବାତ୍ୟାଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ ।ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ। ବର୍ଷର ସବୁ ସମୟରେ ମଣ୍ଡିଆ ଚାଷ କରାଯାଇ ପାରେ ।ବର୍ଷାଦିନିଆ ,ପ୍ରାକ ରବି ଓ ସାମାନ୍ୟ ଜଳସେଚନ ସୁବିଧା ଥିଲେ ରବି ଏବଂ ଖରାଦିନିଆ
Read More...