ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ ଏବଂ ଯୋଜନାଯୁକ୍ତ ସମନ୍ୱୟକୁ ଗୁରୁତ୍ୱ

ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରି ଏନ. ଗୁଆନେରି ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ଖାଦ୍ୟ ସୁରକ୍ଷା ସମ୍ପର୍କିତ ସହଭାଗିତା ଉପରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର
Read More...

ପୁଣିଥରେ ଜାତୀୟ ମଞ୍ଚରେ ଚମକିବେ ଓଡ଼ିଶାର ମାଣ୍ଡିଆ ରାଣୀ

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି। ଦିନ ଥିଲା ଅଞ୍ଚଳର ଚାଷୀ ମାନେ ନିଜେ ଖାଇବାକୁ ଅଳ୍ପ ଅଳ୍ପ ମାଣ୍ଡିଆ ଚାଷ କରୁଥିଲେ ଯାହା ବଳୁଥିଲା
Read More...

ଓଡ଼ିଶାର କୃଷି ବିକାଶରେ ଓୟୁଏଟିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପ୍ରତି
Read More...

ମହିଳା ସଶକ୍ତିକରଣ ପ୍ରତିଶ୍ରୁତି ପୂରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ମହିଳା ସଶକ୍ତିକରଣର ପ୍ରତିଶ୍ରୁତିକୁ ପୁରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ପାଇଁ ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧ କୋଟି ମହିଳା ଲାଭ ପାଇବେ। ପ୍ରତିଥର ସେମାନଙ୍କୁ ୫ ହଜାର
Read More...

ଶ୍ରୀ ଅନ୍ନ ଅଭିଯାନ ଓ ସାମାଜିକ ଗଣମାଧ୍ୟମ ନେଟୱାର୍କ ଫୁଡ୍ ଫିଣ୍ଡୋର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ମିଲେଟ୍ ମିଶନର ମିଳିତ ସହଯୋଗରେ ରାଜ୍ୟ ଓ ଦେଶର ଅନେକ ସ୍ଥାନରେ ମିଳେଟ୍ ଶକ୍ତି କାଫେ ଖୋଲାଯାଇଛି। ଯାହାକି ମିଲେଟ୍ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏହାର ପୁଷ୍ଟିତତ୍ତ୍ଵ ଓ ଉପକାରିତା ଦର୍ଶାଉଛନ୍ତି। ଓଡ଼ିଶାର
Read More...