୩ ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା

0

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍‌ବିୱାଇ) ଅଧୀନରେ ଦେଶର କୃଷକମାନଙ୍କ ଲାଗି ତିନି ସୁବିଧାର ଶୁଭାରମ୍ଭ କରିଛନ୍ତି । ଏଥିରେ କିଷାନ୍ ରକ୍ଷକ ହେଲ୍ପ ଲାଇନ ୧୪୪୪୭ ଓ ସାରଥୀ ପୋର୍ଟାଲ୍ ଏବଂ ଲର୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ (ଏଲ୍‌ଏମ୍ଏସ୍) ପ୍ଲାଟଫର୍ମ ଆରମ୍ଭ କରାଯାଇଛି । ଏହି ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଶୋଭା କରନ୍ଦ୍ଲାଜେ ଏବଂ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ, କୃଷି ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.

eighteen − 2 =