Browsing Tag

#wheat stock

ଅଟା ଦର ହ୍ରାସ କରିବା ପାଇଁ ଭରତୀୟ ଖାଦ୍ୟ ନିଗମର ପ୍ରୟାସ

ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (FCI) ତଥା ଭାରତୀୟ ଖାଦ୍ୟ ନିଗମ ଜାନୁଆରୀ ୧୭ରେ ବଜାରରେ ୪.୫ ଲକ୍ଷ ଟନ୍ ଗହମ ଲଞ୍ଚ କରିଛି, ସେଥିମଧ୍ୟରୁ ୪.୨୬ ଲକ୍ଷ ଟନ୍ ଅର୍ଥାତ୍ ପ୍ରାୟ ୯୫ ପ୍ରତିଶତ ଇ-ନିଲାମ ମାଧ୍ୟମରେ ବିକ୍ରି ହୋଇଛି । ବଜାରରେ ୪. ୫ ଲକ୍ଷ ଟନ୍ ଗହମ ଆସିବା ପରେ ମଇଦା ମୂଲ୍ୟ ଏବଂ ଅଟା…
Read More...

ଦେଶରେ ଗହମ ମହଜୁଦ ପରିମାଣ ୧୬୩ ଲକ୍ଷ ଟନ୍ କୁ ହ୍ରାସ

ଦେଶରେ ଡାଲି, ଚାଉଳ, ତେଲଠାରୁ ଅଟା ପର୍ଯ୍ୟନ୍ତ ସବୁ ସାମଗ୍ରୀର ବଜାର ମୂଲ୍ୟ ଏବେ ବଢ଼ିବାରେ ଲାଗିଛି । ଅଟା କିଲୋ ପିଛା ୪୪ ଟଙ୍କା ଛୁଇଁଲାଣି । ଏଭଳି ସମୟରେ ଦେଶର ସରକାରୀ ଗୋଦାମ ଘରଗୁଡିକରେ ଗହମ ଷ୍ଟକ୍ ବା ମହଜୁଦ ପରିମାଣର ବୃଦ୍ଧିରେ ହ୍ରାସ ଦେଖୁବାକୁ ମିଳିଛି । ଗହମ ମହଜୁଦ ପରିମାଣ ୭…
Read More...