Browsing Tag

#monsoon

ସଠିକ୍ ମୌସୁମୀ ଅଗ୍ରସର ଅଭାବରୁ ଧାନ ବୁଣାରେ ବିଳମ୍ବ

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଠିକ୍ ଭାବେ ଅଗ୍ରସର ନହେବାରୁ ଧାନ ବୁଣାରେ ବିଳମ୍ବ ହେବାରେ ଲାଗିଛି, ଯାହାପାଇଁ ଚାଷୀମାନେ ଚିନ୍ତିତ ମଧ୍ୟ ଅଛନ୍ତି। ବର୍ତ୍ତମାନ ମୌସୁମୀ ବାୟୁ ଦୁର୍ବଳ ଅବସ୍ଥାରେ ରହିଥିବାରୁ ରାଜ୍ୟକୁ ଛୁଇଁବାରେ ଆହୁରି କିଛି ଦିନ ଲାଗିବ ବୋଲି…
Read More...