କୃଷିଭବନରେ କୃଷି-ଅଭ୍ୟାସର ତାଲିମ ପ୍ରଦାନ

କୃଷି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ କଳାହାଣ୍ଡି କୃଷକମାନଙ୍କୁ ଭୁବନେଶ୍ୱରର କୃଷିଭବନ ଏବଂ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (CHES) ରେ ବିଭିନ୍ନ କୃଷି-ଅଭ୍ୟାସରେ ତାଲିମ ଦିଆଯାଇଥିଲା । ଏହିପରି ତାଲିମ ଦେବା ଦ୍ଵାରା କୃଷକମାନଙ୍କ ଆୟ ବଢିବା ସହ ଆଧୁନିକ ପଦ୍ଧତି ରେ କୃଷି କର୍ଯ୍ୟ କରି ସହଜ ଓ ସରଳ ଉପାୟରେ ଚାଷ ବୃଦ୍ଧି କରିବା ଏବଂ ସରକାରୀ ପଦକ୍ଷେପଗୁଡ଼ିକର ଏକ୍ସପୋଜର ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ପାଇଁ ଏହି ତାଲିମ ଦିଆଯାଇଥିଲା ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×