କୃଷି ଓଡ଼ିଶା ୨୦୨୪ ର ପରିଭ୍ରମଣ ସମୟରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାର ନିର୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଓ ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ରୋହିତ ଲେଙ୍କା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ର ଷ୍ଟଲ ପରିଦର୍ଶନ କରିଥିଲେ ଏବଂ ଏହାର ନିର୍ଦ୍ଦେଶକ ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ଏହି ସମାରୋହର ମୁଖ୍ୟ ବିଷୟଗୁଡିକ ବିଷୟରେ ସମାଲୋଚନା କରିଥିଲେ ।