ଫେବୃଆରୀ ୧୬ରୁ ଆରମ୍ଭ ହେଉଛି ମତ୍ସ୍ୟ ଓ ପ୍ରାଣୀ ସମାବେଶ

0

ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ତରଫରୁ ରାଜ୍ୟରେ ପ୍ରଥମ ଥର ମତ୍ସ୍ୟ ଓ ପ୍ରାଣୀ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଥିମ୍‌ ରହିଛି- କଲେ ମତ୍ସ୍ୟ ପ୍ରାଣୀ ପାଳନ , ଆୟ ହୋଇବ ବହୁଗୁଣ । ପ୍ରଥମ ଥର ହେବାକୁ ଯାଉଥିବା ଏହି ସମାବେଶରେ ରାଜ୍ୟର ୧୦୦୦୦ରୁ ଉଦ୍ଧ୍ୱର୍ ଚାଷୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୨ଟି ପ୍ରମୁଖ ଅଧିବେଶନ ସହିତ କୃଷକ ଓ ବୈଜ୍ଞାନିକ ମାନଙ୍କର ଆଲୋଚନା ହେବ । ଆସନ୍ତା ଫେବୃଆରୀ ୧୬ରୁ ୧୮ ଯାଏଁ ଭୁବନେଶ୍ୱରର ଜନତା ମଇଦାନ ଠାରେ ଏହା ଅନୁଷ୍ଠିତ ହେବ । ଆସନ୍ତୁ ଏହି ସମାବେଶରେ ଯୋଗ ଦିଅନ୍ତୁ ଓ ନୂଆ ଅଭିଜ୍ଞତାର ଅନୁଭବ ନିଅନ୍ତୁ ।

Leave A Reply

Your email address will not be published.

five + four =