ଟିସୁ କଲ୍‌ଚର ଜି- ୯ କଦଳୀ ଚାଷ

0

ସାଧାରଣତଃ ଗ୍ରାମାଂଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ ।

nano urea

କିସମ- ଟିସୁ କଲଚର ପଦ୍ଧତିରେ କରାଯାଉଥିବା ଏହି କଦଳୀ ଚାଷ ପାଇଁ ସର୍ବୋକୃଷ୍ଟ କିସମ ହେଉଛି ଜି-୯ । ତେବେ ଏହା ସଅଳ କିସମ ହୋଇଥିବା ବେଳେ ବର୍ଷଯାକ ଚାଷୀ ନିଜ ଜମିରେ ଏହାକୁ ଚାଷ କରିପାରେ । ଏତଦ୍ଭିନ୍ନ ଏହା ଅଧିକ ଅମଳକ୍ଷମ ହୋଇଥିôବାରୁ ଚାଷୀ ମାନଙ୍କ ପାଖେ ଆଦୃତ ହୋଇପାରିଛି ।
ମୃତ୍ତିକା ଓ ଜଳବାୟୁ –ତେବେ ଏହି ଜି-୯ କିସମ ବଢ଼ିବା ପାଇଁ ବାଲିଆ ଓ ଦୋରସା ମାଟି ଆବଶ୍ୟକ । ଏହା ବ୍ୟତୀତ ମୃତ୍ତିକାର ପି.ଏଚ- ୬ରୁ୭ ଭିତରେ ରହିଲେ ଭଲ । ଯେଉଁ ମାଟିର ଜଳଧାରଣ କ୍ଷମତା ଭଲ ଥିବ ଏବଂ ଜଳ ନିଷ୍କାସନ ଠିକ ଭାବେ ହୋଇପାରୁଥିବ, ସେହି ମୃତ୍ତିକାରେ ଏହା ଭଲ ଭାବେ ଚାଷ କରାଯାଇପାରେ ।
ବ୍ୟବଧାନ– ସଅଳ କିସମ ଜି-୯ କୁ ଚାଷ କରିବା ସମୟରେ ଏହାର ବ୍ୟବଧାନ ଉପରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଏହି ଚାଷ ପାଇଁ ଗଛକୁ ଗଛ ବ୍ୟବଧାନ – ୨ମିଟର ଓ ଧାଡ଼ିକୁ ଧାଡ଼ି ବ୍ୟବଧାନ – ୩ମିଟର ରହିବା ଆବଶ୍ୟକ ।
ଜଳସେଚନ ପ୍ରଣାଳୀ- ତେବେ ଖରାଦିନିଆ ଚାଷ କରାଗଲେ ୩ ରୁ ୫ ଦିନ ବ୍ୟବଧାନରେ ପାଣି ଦେବା ଆବଶ୍ୟକ । ଶୀତ ଦିନମାନଙ୍କରେ ଚାଷ କରାଗଲେ ୫ ରୁ ୬ ଦିନ ବ୍ୟବଧାନରେ ପାଣି ଦିଆଯିବା ଆବଶ୍ୟକ । ବୁନ୍ଦା ଜଳସେଚନ ଏହା ପାଇଁ ଏକ ଶ୍ରେଷ୍ଠ ଜଳସେଚନ ପଦ୍ଧତି ।
ଖତସାର ପ୍ରୟୋଗ– ତେବେ ଗଛ ପିଛିା ୧୦ – ୧୫କେଜି ଖତ ଦିଆଯାଏ । ଯବକ୍ଷାରଜାନକୁ ତିନି ଥର ପ୍ରୟୋଗ କରାଯାଏ(ରୋପଣ , ତୃତୀୟ ଓ ଷଷ୍ଠ ମାସ) ୨୦୦ଗ୍ରାମ ଗଛ ପିଛା , ଫସଫରସ – ୬୦ ରୁ ୭୦ ଗ୍ରାମ ଗଛ ପିଛା , ପଟାସ – ୩୦୦ଗ୍ରାମ ଗଛ ପିଛା ଦିଆଯିବା ଦରକାର । ପ୍ରମୁଖ ଭାବରେ ମୁଖ୍ୟ ଗଛ ତଳେ ବଢ଼ୁଥିବା ପୁଆ ବା ସକର୍‌ କୁ ନିୟମିତ ଭାବେ ସବୁ ସମୟରେ ବାହାର କରିବା ଆବଶ୍ୟକ ।
ଅମଳ – ଏହି ପ୍ରକ୍ରିୟାରେ ଚାଷ କଲେ ଗୋଟିଏ ଗଛରୁ ୧୫୦କଦଳୀ(୧୨-୧୩ ଡ଼ର୍ଜନ) ମିଳିଥାଏ । ଏକ ଏକର ଗଛରୁ

Leave A Reply

Your email address will not be published.

eleven − one =