ଦେଶର ସର୍ବପ୍ରଥମ ଚାଷୀ କଲ୍ୟାଣକାରୀ ଯୋଜନା – କାଳିଆ

0

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶା ଆଜି ବେଶ ସୁନାମ ଅର୍ଜନ କରିଛି । ରାଜ୍ୟ କୃଷି ବିଭାଗ ଚାଷୀ ମାନଙ୍କ ଉନ୍ନତି ଦିଗରେ ଲଗାତାର ଭାବରେ କାର୍ଯ୍ୟ କରି ଆସୁଛି । ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମସୟରେ କୃଷକ ମାନଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତନ୍ମଧ୍ୟରୁ ଏକ ଯୁଗାନ୍ତକାରୀ ପରିକଳ୍ପନା ହେଉଛି କାଳିଆ । ଏହା ଦେଶର ସର୍ବପ୍ରଥମ ଚାଷୀ କଲ୍ୟାଣକାରୀ ଯୋଜନା। ଏହା ଦ୍ୱାରା କ୍ଷୁଦ୍ର , ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ମୁହଁରେ ହସ ଫୁଟି ପାରିଛି । ବାର୍ଷିକ ହାରାହାରି ୧୭୦୦ କୋଟିରୁ ଉଦ୍ଧ୍ୱର୍ ସହାୟତା ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଉଛି । ୪୪ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଏହି ଯୋଜନାରେ ସହାୟତା ପାଇପାରୁଛନ୍ତିି । ରାଜ୍ୟର ଚାଷୀମାନଙ୍କୁ ସଶକ୍ତ ଓ ସକ୍ଷମ ହେବା ସହ ଏକ ସବୁଜ ଓଡ଼ିଶା ଗଠନରେ ଭାଗିଦାରୀ ହୋଇପାରିଛନ୍ତି ।

Leave A Reply

Your email address will not be published.

10 − 3 =