ଆଠଗଡ ଠାରେ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

0

ଆଠଗଡ଼ କୃଷି ଓ କୃଷକର ବିକାଶ ପାଇଁ ଆଠଗଡ଼ ମହୋତ୍ସବ ପଡିଆଠାରେ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳାର ଉଦଯାପନି ଉତ୍ସବରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇଥିଲେ। ଏହି ଅବସରରେ ଆଠଗଡ଼ ଉପଖଣ୍ଡର କୃଷି ଯନ୍ତ୍ରପାତି ବ୍ୟବହାର କରି ସଫଳ ହୋଇଥିବା ଆଠ ଜଣ ଚାଷୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ।

nano urea

ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ, ଆଠଗଡ, ଜିଲ୍ଲା ପରିଷଦ ସଭ୍ଯ/ ସଭ୍ୟା, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ଉପଖଣ୍ଡ କୃଷି ଅଧିକାରୀଙ୍କ ସମେତ ବହୁ ଚାଷୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ବହୁ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.

1 + 5 =