Browsing Category

କୃଷି ଖବର (Agriculture news)

୨୦୦ ଚାଷୀଙ୍କୁ ମିଳିଲା ରାଜ୍ୟପାଳଙ୍କ ଆଶ୍ଵାସନା

ରାଜ୍ୟପାଳ ରଘୁବର ଦାସ ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଥିଲେ । ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି…
Read More...

ସ୍ଵଂୟ ସହାୟକ ଗୋଷ୍ଠୀ ର ମାର୍ଗଦର୍ଶକ ସାଜୁଛି କୃଷି ବିଭାଗ

ମୟୂରଭଞ୍ଜର ବଦଡା ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଶ୍ରୀମତି ଭାରତୀ ମହାନ୍ତ ପୁଷ୍ପଗୁଚ୍ଛ ମିଶନ ଅଧୀନରେ ମାରିଗୋଲ୍ଡ ବା ଗେଣ୍ଡୁ ଫୁଲ ଅମଳ କରିଛନ୍ତି । କୃଷି ବିଭାଗର ମାର୍ଗଦର୍ଶନରେ ସେ ଏବଂ ତାଙ୍କ ପରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପୁଷ୍ପଗୁଚ୍ଛ ମାଧ୍ୟମରେ ଜୀବିକା…
Read More...

ଜନସଂଖ୍ୟା ଏବଂ ତାପମାତ୍ରା ବୃଦ୍ଧି – କୃଷି କ୍ଷେତ୍ରରେ ପ୍ରଭାବ

କୃଷି ଏବଂ ଉପଭୋକ୍ତା ବିଶ୍ୱବ୍ୟାପୀ ବିବିଧତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦ୍ରୁତ ଗତିରେ ବିକାଶ କରୁଛନ୍ତି । ଏହି ବିବର୍ତ୍ତନ ପଛରେ ଏକ ପ୍ରେରଣା ଶକ୍ତି ହେଉଛି ରିସର୍ଚ୍ଚ ଓ ଡେଭଲପମେଣ୍ଟ (R&D) । ଏହା ନବସୃଜନକୁ ପ୍ରୋତ୍ସାହିତ କରେ । ଏହା କୃଷି ଉତ୍ପାଦନ, ସ୍ଥିରତା , ଖାଦ୍ୟ ମୂଲ୍ୟ…
Read More...

ମାଣ୍ଡିଆ ରାଣୀ ରାଇମତି ଘିଉରିଆ

ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ବର୍ଷ ବର୍ଷ ଧରି ଅଧିକ ବିକ୍ରି ହୋଇ ଆସିଥିବା ଚାଉଳ ଏବଂ ଗହମ ରୁ ଲୋକମାନେ ମିଲେଟକୁ ଚାଲିଆସିଛନ୍ତି । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଇଟାଲୀ ଏବଂ ୟୁରୋପୀୟ ୟୁନିଅନ୍ ଭଳି ଦେଶରୁ ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହି…
Read More...

ମିଲେଟ ମିଶନର ସଫଳତା ଦିଗରେ ସରକାରଙ୍କ ଅଭିନବ ପ୍ରୟାସ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ (କ୍ଷୁଦ୍ର ଖାଦ୍ୟ ଶସ୍ୟ) ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାର ୭.୬ଟି ବ୍ଲକରେ…
Read More...

କୃଷି ଉଦ୍ୟୋଗ ପ୍ରତିଷ୍ଠାନ ତରଫରୁ ଜାତୀୟ କୃଷକ ଦିବସ ପାଳନ

ସମାଜ ଓ ସଭ୍ୟତାର ମେରୁଦଣ୍ଡ ହେଉଛି କୃଷି । ଗ୍ରାମୀଣ ଜୀବନର ଆଦ୍ୟ ଓଁକାର କୃଷି । ଆଉ ଏହି କୃଷିର ମାନସ ସନ୍ତାନ ହେଉଛନ୍ତି ଚାଷୀ । ଦେଶର ପଂଚମ ପ୍ରଧାନମନ୍ତ୍ରୀ ଚୋ÷ଧୁରୀ ଚରଣ ସିଂଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଡ଼ିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ…
Read More...

ଜାତୀୟ କୃଷକ ଦିବସ ଉପଲକ୍ଷେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଶୁଭେଚ୍ଛା

ଜଣେ କୃଷକ କେବଳ ଜଣେ କୃଷକ ନୁହଁନ୍ତି, ସେ ହେଉଛନ୍ତି ମାନବ ସଭ୍ୟତାର ପ୍ରତିଷ୍ଠାତା । ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତଥାପି ସେ ହାର ନମାନି ନିଜର କୃଷି ପ୍ରତି ଥିବା ଭଲପାଇବାକୁ ଆପଣାଇ ନେଇଥାନ୍ତି । ଶୀତଦିନର ଥଣ୍ଡା ଏବଂ ଗ୍ରୀଷ୍ମର ଉତ୍ତାପ…
Read More...

କୋରାପୁଟ କଫି ବୋର୍ଡ ପରିଦର୍ଶନ କଲେ ରାଜ୍ୟପାଳ

ମାନ୍ୟବର ରାଜ୍ୟପାଳ ଶ୍ରୀ. ରଘୁବର ଦାସ କୋରାପୁଟରେ କଫି ବୋର୍ଡ ପରିଦର୍ଶନ କରିଛନ୍ତି । ସେ ପଞ୍ଜୀସିଲର ଆଦିବାସୀ କଫି ଚାଷୀ, ବାଡା କେରେଙ୍ଗା ର ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟଙ୍କ ସହ ଆଲୋଚନା କରି ଉପଯୁକ୍ତ ବ୍ରାଣ୍ଡିଂ ମାଧ୍ୟମରେ କୋରାପୁଟ କଫିକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ…
Read More...

ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭୁବନେଶ୍ୱରଠାରେ ମାଛ ଜାଆଁଳ ହ୍ୟାଚେରୀ ଅଂଶୀଦାରମାନଙ୍କ ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟରେ ମତ୍ସ୍ୟ ଉତ୍ପାଦନର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ରାଜ୍ୟରେ ଋତୁକାଳୀନ ଓ ଆଗୁଆ…
Read More...

୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ଵପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ବ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ବ…
Read More...