ରାଜ୍ୟ ସରକାରଙ୍କ ଦ୍ଵାରା ହେବ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ

ରାଜ୍ୟ ସରକାର କୃଷକ ମାନଙ୍କ ସଶକ୍ତିକରଣ ଏବଂ ଜୀବିକାର୍ଜନ ପାଇଁ ସବୁବେଳେ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ବିଭିନ୍ନ ସ୍କିମ୍ ଏବଂ ପ୍ରକ୍ରିୟାକରଣ ମାଧ୍ୟମରେ କୃଷକ କିମ୍ୱା ସେମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି । ଯାହାଫଳରେ କୃଷକ ଓ ସେମାନଙ୍କ ପରିବାରବର୍ଗ ସଶକ୍ତ ହେବାସହ ସହଜ
Read More...

ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ମାନ୍ୟବର ରାଜ୍ୟପାଳ ଯାଜପୁରରେ ମିଶନ ଶକ୍ତି ଭବନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ କଥାବାର୍ତ୍ତା ହେବା ସହ ବିଭିନ୍ନ କାର୍ଯ୍ୟସମ୍ପର୍କରେ ପଚାରି ବୁଝିଛନ୍ତି । ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିସନ ଅନ୍ତର୍ଗତଃ ଏବେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ଯାଙ୍କ ରୁଣ ମିଳୁଛି । ଏହାର ଉପଯୋଗ
Read More...

କ୍ୱିଣ୍ଟାଲ ପିଛା ମିଲେଟର ମୂଲ୍ୟ ୩୮୪୬ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗଠିତ ହୋଇଛି ଓଡ଼ିଶା ମିଲେଟ ମିଶନ । ‘ମିଲେଟ ବା ମାଣ୍ଡିଆ'ର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଛି ଭିନ୍ନ ଭିନ୍ନ ପଦକ୍ଷେପ । ୨୫ ସୁଦ୍ଧା ସମସ୍ତ ୭ ଟି
Read More...

ଶୀତ ଋତୁରେ ପିଆଜ ଚାଷ

ସବୁଦିନରେ ସବୁ ସମୟରେ ପିଆଜର ଆବଶ୍ୟକତା ରହିଛି । ଆବଶ୍ୟକତା ଦୃଷ୍ଟି କୋଣରୁ ଏହାକୁ ଚାଷ କରିବା ନିହାତି ଆବଶ୍ୟକ । ଏହା ଏକ ଲାଭଜନକ ଫସଲ ମଧ୍ୟ । ରବି ଋତୁରେ ପିଆଜ ଚାଷ କରାଯାଉଥିବାବେଳେ ଆମ ରାଜ୍ୟରେ ପିଆଜ ଉତ୍ପାଦନ ବଢ଼ାଇବାର ଯଥେଷ୍ଟ ଆବଶ୍ୟକତା ରହିଛି । କାରଣ ଗତ କିଛି ମାସ ପୂର୍ବେ
Read More...

‘ସଫଳ’ ପୋର୍ଟାଲ ମାଧ୍ୟମରେ କୃଷି ଋଣ ପାଇଁ ଆବେଦନ

'କୃଷି ଓଡ଼ିଶା ୨୦୨୪' ଉଦଘାଟନ ଉତ୍ସବ ଅବସରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା 'ସଫଳ' ପୋର୍ଟାଲର ଶୁଭାରମ୍ଭ ହୋଇଛି । ବର୍ତ୍ତମାନ ଏହା ଓଡ଼ିଶାର କୃଷକ ଭାଇଭଉଣୀମାନଙ୍କ ପାଇଁ 'ସଫଳ' ପୋର୍ଟାଲ (https://safal.odisha.gov.in) ଜରିଆରେ ସମବାୟ ବ୍ଯାଙ୍କ ଫସଲ
Read More...

କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ସମୀକ୍ଷା କଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଏକ ବରିଷ୍ଠ ଅଧିକାରୀ ବୈଠକରେ ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ସରକାରୀ ଯୋଗାଯୋଗରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସରକାରୀ ଚିଠି ଏବଂ ଇ-ମେଲ୍ ଦସ୍ତଖତରେ 'ବିଶ୍ୱ
Read More...

ଦେଶରେ ଗହମ ମହଜୁଦ ପରିମାଣ ୧୬୩ ଲକ୍ଷ ଟନ୍ କୁ ହ୍ରାସ

ଦେଶରେ ଡାଲି, ଚାଉଳ, ତେଲଠାରୁ ଅଟା ପର୍ଯ୍ୟନ୍ତ ସବୁ ସାମଗ୍ରୀର ବଜାର ମୂଲ୍ୟ ଏବେ ବଢ଼ିବାରେ ଲାଗିଛି । ଅଟା କିଲୋ ପିଛା ୪୪ ଟଙ୍କା ଛୁଇଁଲାଣି । ଏଭଳି ସମୟରେ ଦେଶର ସରକାରୀ ଗୋଦାମ ଘରଗୁଡିକରେ ଗହମ ଷ୍ଟକ୍ ବା ମହଜୁଦ ପରିମାଣର ବୃଦ୍ଧିରେ ହ୍ରାସ ଦେଖୁବାକୁ ମିଳିଛି । ଗହମ ମହଜୁଦ ପରିମାଣ ୭
Read More...

କେନ୍ଦ୍ରର ବଡ଼ ନିଷ୍ପତ୍ତି – ଓଡ଼ିଶାରୁ ସଂଗ୍ରହ ହେବ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ ଏନେଇ ମଞ୍ଜୁରୀ ଦେଇଛି ଯେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ଏପରି କରିବା ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ
Read More...

ବିନା ରସାୟନିକ ପଦ୍ଧତି ଅବଲମ୍ବନରେ ଲଙ୍କା ଚାଷ

ଏହି ରବି ଋତୁରେ, ଝାରସୁଗୁଡା ଜିଲ୍ଲାର ଲାଇକେରା ଏବଂ କୋଲାବିରା ବ୍ଲକର ୧୨୨୭ ଜଣ ମହିଳା କୃଷକ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମ ଅଧୀନରେ ଏକ କ୍ଲଷ୍ଟର ପଦ୍ଧତି ଅନୁସରଣ କରି ୫୮୮.୮ ଏକର ଜମିରେ ଲଙ୍କା ଚାଷ କରିଛନ୍ତି । ଏହି କୃଷକମାନେ ଲଙ୍କା ଚାଷରେ ରାସାୟନିକ ପଦ୍ଧତି ବ୍ୟବହାର ନ କରି
Read More...

ଓଡ଼ିଶା ମିଲେଟ ମିଶନର ଅଭିନବ ପ୍ରୟାସ

ଓଡିଶା ମିଲେଟ ମିଶନ କୃଷକଙ୍କ ପାଇଁ ନୂଆ ଆୟର ସୁଯୋଗ ସୃଷ୍ଟି କରୁଥିବାବେଳେ ଓଡିଶାର କୋରାପୁଟ ଜିଲ୍ଲାରେ ରାଗି ଉତ୍ପାଦନକୁ ବୃଦ୍ଧି କରିଛି । ଏହାପୂର୍ବରୁ, କମ୍ ଉତ୍ପାଦକତା ହେତୁ, ଲାମଟାପୁଟ ବ୍ଲକର କୃଷକମାନେ କେବଳ ଘରର ବ୍ୟବହାର ପାଇଁ ରାଗି ଚାଷ କରୁଥିଲେ । ଆସ୍ପିରେସନାଲ୍ ବ୍ଲକ୍
Read More...