ସମ୍ବଲପୁର ଠାରେ ମଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଶା ମିଲେଟ ମିଶନ ତରଫରୁ ସମ୍ବଲପୁର ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଙ୍କ ଦ୍ୱାରା ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ ମଣ୍ଡିଆ ମଣ୍ଡି ଉଦ୍ଘାଟନ କରାଯାଇଛି । ଏଠାକାର କ୍ରୟକାରି ସଂସ୍ଥା ଭାବରେ ସଗଡେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଯୋଗଦେଇଛି । ସେହି ଅବସରରେ କୃଷକମାନଙ୍କୁ କ୍ୱିଣ୍ଟାଲ ପିଛା ୩,୮୪୬ ଟଙ୍କା ସହାୟତା ପ୍ରଦାନ କରାଯିବା ସହ ସମସ୍ତ ଚାଷୀଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଛି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×