ଭାଷା ହିଁ ଜାତିର ପରିଚୟ

0

ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇଥିଲେ ମଧ୍ୟ, ଆଜି ବି ଓଡ଼ିଶାର ଐତିହ୍ୟ , ଗର୍ବ , ଗୌରବ ଓ ମାତୃଭାଷାର ଅଭାବ ଦେଖିବାକୁ ମିଳିଛି । ମାତୃଭାଷା ଶିକ୍ଷା ବିନା ଜୀବନରେ ଉନ୍ନତି ଅସମ୍ଭବ । ପ୍ରତ୍ୟେକ ବ୍ୟକ୍ତିର ବିକାଶ , ଭାବନାର ପ୍ରକାଶ ଉପରେ ନିର୍ଭର କରେ ଏବଂ ଭାବନାର ପ୍ରକାଶ ମାତୃଭାଷା ମାଧ୍ୟମରେ ହିଁ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଥାଏ । ମାତୃଭାଷାର ଉନ୍ନତି ହେଲେ ପ୍ରତ୍ୟେକ ମନୁଷ୍ୟର ଉନ୍ନତି ଏବଂ ଜାତି ତଥା ଦେଶର ଉନ୍ନତି ହେବ । ତେଣୁ ମାତୃଭାଷାର ପ୍ରସାର ଦିଗରେ ଉଦ୍ୟମ କରିବା । ଓଡ଼ିଆ କହିବା, ଓଡିଆ ପଢ଼ିବା ;ଓଡ଼ିଶାର ଗର୍ବ , ଗୌରବ ଓ ଭାଷାକୁ ଆଗକୁ ନେବା ।

Leave A Reply

Your email address will not be published.

three + seven =